39.2 C
Bhubaneswar
Thursday, April 18, 2024
Homeଓଡିଶାଓଡିଶାର ୨ ଶିକ୍ଷକଙ୍କୁ ମିଳିବ ଜାତୀୟ ପୁରସ୍କାର

ଓଡିଶାର ୨ ଶିକ୍ଷକଙ୍କୁ ମିଳିବ ଜାତୀୟ ପୁରସ୍କାର

ଭୁବନେଶ୍ୱର: ସବୁ କ୍ଷେତ୍ରରେ ଓଡିଶାର ଦବଦବା ଜାରି ରହିଛି । ଏହାରି ମଧ୍ୟରେ ଓଡିଶାର ୨ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ମିଳିବାକୁ ଯାଉଛି । ସେମାନଙ୍କ ନାମ ହେଉଛି ବସନ୍ତ ସାହୁ ଓ ତାପସ ମହାନ୍ତି । ବସନ୍ତ ସାହୁ ହେଉଛନ୍ତି ବୌଦ୍ଧ ହରଭଙ୍ଗାର ସରସରା ସ୍କୁଲର ଶିକ୍ଷକ । ସେହିଭଳି ତାପସ ମହାନ୍ତି ହେଉଛନ୍ତି ଭୁବନେଶ୍ୱର ଭୀମଭୋଇ ସ୍କୁଲର ଶିକ୍ଷକ ।




ସୂଚନାଯୋଗ୍ୟ, ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୧୫୩ ଜଣ ଶିକ୍ଷକଙ୍କ ମଧ୍ୟରୁ ୪୭ ଜଣ ଶିକ୍ଷକ ଯୋଗ୍ୟ ବିବେଚିତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking