37.2 C
Bhubaneswar
Friday, April 19, 2024
Homeଓଡିଶାକେନାଲରେ ଗାଧୋଇବା ବେଳେ ଭାସି ଗଲେ ଦୁଇ ଛାତ୍ର

କେନାଲରେ ଗାଧୋଇବା ବେଳେ ଭାସି ଗଲେ ଦୁଇ ଛାତ୍ର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହିରେ କେନାଲରେ ଗାଧୋଇବା ବେଳେ ଭାସି ଗଲେ ଦୁଇ ଛାତ୍ର । ଘଟଣାରେ ଜଣେ ନିଖୋଜ ଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପନ୍ଦାଡ଼ ଗାଁ ନିକଟରେ ଥିବା ବିଦ୍ୟାଧରପୁର ମୁଖ୍ୟ କେନାଲରେ ୪ ଜଣ ଛାତ୍ର ଗାଧୋଉଥିବା ବେଳେ ଦୁଇ ଜଣ ଭାସି ଯାଇଥିଲେ ।

ସେମାନେ ହେଲେ ପନ୍ଦାଡ଼ ଗାଁର ଦଶମ ଶ୍ରେଣୀର ଛାତ୍ର ବବୁଲ ଦାସ ଓ ଅନ୍ୟ ଜଣଙ୍କ ହେଉଛନ୍ତି ନିକଟସ୍ଥ ପଦରୁଖା ଗାଁର ନବମ ଶ୍ରେଣୀର ଛାତ୍ର ହିମାଂଶୁ ରାଉତ । ହାଟଡିହି ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ହିମାଂଶୁଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking