40.1 C
Bhubaneswar
Thursday, April 25, 2024
Homeଓଡିଶାପାଣିରେ ବୁଡି ୨ଛାତ୍ରୀଙ୍କ ମୃତ୍ୟୁ

ପାଣିରେ ବୁଡି ୨ଛାତ୍ରୀଙ୍କ ମୃତ୍ୟୁ

ନରସିଂହପୁର : କଟକ ଜିଲ୍ଲା ନରସିଂହପୁରର ନୂଆଗଡ଼ ପଞ୍ଚାୟତ ଭୁସ୍କା ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଗଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଥିବା ଜଣାପଡିଛି । ପାଣିରେ ବୁଡ଼ି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକଦ୍ୱୟ ହେଲେ ପୂଜାରାଣୀ ସାହୁ ଓ ଶ୍ରଦ୍ଧା ପ୍ରଧାନ। ସେମାନେ ଚତୁର୍ଥ ଶ୍ରେଣୀର ଛାତ୍ରୀ ଥିଲେ ।
ଆଜି ସକାଳେ ପୂଜାରାଣୀ ଓ ଶ୍ରଦ୍ଧା ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଉଭୟଙ୍କ ଗୋଡ଼ ଖସି ଯିବାରୁ ସେମାନେ ବୁଡି ଯାଇଥିଲେ । ପୋଖରୀ ନିକଟରେ କିଛି ଲୋକ କାମ କରୁଥିଲେ । ସେମାନେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
https://onakhabar.com/2020/03/02/murder-of-pregnant-wife-for-dowry/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking