27.1 C
Bhubaneswar
Thursday, April 25, 2024
Homeଅପରାଧଗାଧୋଉଥିବା ବେଳେ ବୁଡ଼ିଯାଇ ୨ ଛାତ୍ର ମୃତ

ଗାଧୋଉଥିବା ବେଳେ ବୁଡ଼ିଯାଇ ୨ ଛାତ୍ର ମୃତ

ସମ୍ବଲପୁର (ଓଡ଼ିଶା ନ୍ୟୁଜ ଏଜେନ୍ସି): ଆଜି ଦେବଝରଣ ୱାଟରଫଲରେ ଘଟିଛି ଅଘଟଣ । ପିକନିକ ଯାଇଥିବା ଦୁଇ ଜଣ ଇଂଜିନିୟରିଂ ଛାତ୍ର ଗାଧୋଉଥିବା ବେଳେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି । ମୃତ ଦୁଇ ଛାତ୍ର ବୁର୍ଲା ଭିସୁଟର । ଛାତ୍ର ଦୁଇଜଣଙ୍କର ନାମ ସୌମ୍ୟରଂଜନ ବେଉରିଆ, ଅଭିଜିତ ସାମଲ । ଛାତ୍ର ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି ।
https://onakhabar.com/2020/01/17/nirvaya-rape-case-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking