28.1 C
Bhubaneswar
Friday, March 29, 2024
Homeଓଡିଶାଲ୍ୟାଣ୍ଡମାଇନ ବିସ୍ଫୋରଣ ରେ ଯବାନ ଗୁରୁତର

ଲ୍ୟାଣ୍ଡମାଇନ ବିସ୍ଫୋରଣ ରେ ଯବାନ ଗୁରୁତର

ମାଲକାନଗିରି: ଲ୍ୟାଣ୍ଡମାଇନ ବିସ୍ଫୋରଣ ରେ ୨ ଯବାନ ଗୁରୁତର ହୋଇଛନ୍ତି । ଛତିଶଗଡ ବିଜାପୁର ରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ନେଲେନାର ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଘଟିଥିଲା ବିସ୍ଫୋରଣ । ୨ଯବାନ ଙ୍କୁ ବିଜାପୁର ମେଡିକାଲ ରେ ଭର୍ତ୍ତି । କୁମ୍ବି ଅପରେସନ କୁ ଜୋରଦାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking