ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ

ଭୁବନେଶ୍ୱର: ସାପ କାମୁଡ଼ାରେ ଗଲା ଦୁଇ ଭଉଣୀଙ୍କ ଜୀବନ । ଫଡ଼ିରେ ପରିବାର ସହ ଶୋଇଥିବା ବେଳେ ବିଷଧର ସାପ କାମୁଡାର ୨ ସମ୍ପର୍କୀୟ ଭଉଣୀ ପ୍ରାଣ ହରାଇଛନ୍ତି । ଉଭୟଙ୍କୁ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବରଗାଁ ଗୌରୀବେଙ୍ଗସର ଜଣେ ବ୍ୟକ୍ତି ଫଡ଼ିରେ କାମ କରିବା ସହ ସେଠାରେ ରହୁଥିଲେ । ଗତକାଲି ରାତିରେ ପରିବାର ସହ ଫଡ଼ିରେ ଶୋଇଥିଲେ … Continue reading ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ