30 C
Bhubaneswar
Tuesday, April 16, 2024
Homeଓଡିଶାସ୍କୁଲ ଗେଟ ପଡି ଚାଲିଗଲା ୨ ଜଣଙ୍କ ଜୀବନ

ସ୍କୁଲ ଗେଟ ପଡି ଚାଲିଗଲା ୨ ଜଣଙ୍କ ଜୀବନ

ରାଉରକେଲା: ବିକାଶ ସ୍କୁଲ ମୁଖ୍ୟ ଗେଟ ପଡି ଚାପି ହେଇ ଦୁଇ ଜଣଙ୍କ ମୃତ୍ୟୁ। ରାଉରକେଲା ସେକ୍ଟର ୨ ବିକାଶ ସ୍କୁଲର ଗେଟ ଭୁଶୁଡି ପଡିବାରୁ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଯୁବକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା। ଗେଟ ପଡିଯିବା ପରେ ଦୁଇଜଣ ଗୁରୁତର ହୋଇ ପଡିଥିଲେ । ସିକ୍ୟୁରୁଟି ଗାର୍ଡ ଓ ଯୁବକଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଗେଟ ପଡିବାର କାରଣ ଏଯାବତ ଅସ୍ପଷ୍ଟ ରହିଛି।

ପୁଅକୁ ଟାଙ୍ଗିଆରେ ହାଣିବା ପରେ ଜୀବନ ହାରିଲା ବାପା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking