33.1 C
Bhubaneswar
Wednesday, April 24, 2024
Homeଓଡିଶାନଦୀରେ ବୁଡ଼ି ୨ ମୃତ

ନଦୀରେ ବୁଡ଼ି ୨ ମୃତ

କେନ୍ଦ୍ରାପଡ଼ା : ଗାଧୋଇବା ବେଳେ ନଦୀରେ ବୁଡ଼ିଯାଇ ବୁଡ଼ି ୨ଯୁବକ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଂଚଳ ଚିତ୍ରତ୍ପୋଳା ନଦୀରେ । ବନ୍ଧୁ ଘରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ଏହି ଯୁବକ ଦ୍ୱୟ ।
ସୂଚନା ଅନୁଯାୟୀ, ଆଜି ସକାଳେ ଚିତ୍ରତ୍ପୋଳା ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ନଦୀରେ ପାଣି ଅଧିକ ଥିବାରୁ ଯୁବକ ଦ୍ୱୟ ନଦୀର ଗଭୀର ଭିତରକୁ ଚାଲିଯାଇଥିଲେ । ସ୍ଥାନୀୟ ଲୋକେ ଯୁବକ ଦ୍ୱୟଙ୍କୁ ଉଦ୍ଧାର କରି ପାଟକୁରା ମେଡିକାଲକୁ ନେଇଯାଇଥିଲେ । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଗ୍ରମାରେ ଶୋକର ଛାୟା ଖେଳିଯାଇଛି ।
https://onakhabar.com/2020/03/13/bomb-attack-on-police-station/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking