39.2 C
Bhubaneswar
Thursday, April 18, 2024
Homeଓଡିଶାପୁଣି ଭିସୁଟକୁ ପଶିଲା କରୋନା

ପୁଣି ଭିସୁଟକୁ ପଶିଲା କରୋନା

ସମ୍ବଲପୁର : ପୁଣି ଭିସୁଟରେ ପଶିଲା କରୋନା । ବୁର୍ଲା ଭିସୁଟର କୂଳପତି ପ୍ରଫେସର ବଂଶୀଧର ମାଝି ଓ ୨ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି କୂଳପତି ପ୍ରଫେସର ବଂଶୀଧର ମାଝୀ ।

ସଂକ୍ରମିତ ୨ଜଣ ଛାତ୍ର ପୁଲହ ହଷ୍ଟେଲର ହୋଇଥିବା ବେଳେ ଏମାନଙ୍କୁ ସ୍ୱତନ୍ତ୍ର ଏକ କୋଠରୀରେ ସଂଗରୋଧରେ ରଖାଯାଇଛି । ସଂକ୍ରମିତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରଙ୍କୁ ମଧ୍ୟ ସଂଗରୋଧରେ ରଖାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଭିସୁଟ ଛାତ୍ରଙ୍କ ମଧ୍ୟରେ ଭୟ ସଂଚାର ହେଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking