ପାଣିରେ ବୁଡି ଦୁଇ ଶିଶୁ ପୁତ୍ର ମୃତ

ରେଢାଖୋଲ : ପୋଖରୀରେ ବୁଡି ଦୁଇ ଶିଶୁପୁତ୍ର ମୃତ । ରେଢାଖୋଲ ସହର କଳିନ୍ଦର ଗାଁରେ ଅଘଟଣ ଘଟିଛି । ବାପା ମା’ କାମ କରିବା ବେଳେ ବୁଡିଗଲେ ଶିଶୁପୁତ୍ର । ସ୍ଥାନୀୟ କୁକୁଡା ଫାର୍ମରେ କାମ କରୁଥିଲେ ବାପା ମା’ । ଉଦ୍ଧାର ପରେ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ ହେଉଛନ୍ତି ଅନୁଗୁଳ ଟିକରପଡାର ଟୁକୁନା ସେଠଙ୍କ ଶିଶୁପୁତ୍ର । ତେବେ ମୃତ … Continue reading ପାଣିରେ ବୁଡି ଦୁଇ ଶିଶୁ ପୁତ୍ର ମୃତ