27.1 C
Bhubaneswar
Friday, March 29, 2024
Homeଓଡିଶାନଦୀରେ ବୁଡି ୨ ଭାଇ ମୃତ

ନଦୀରେ ବୁଡି ୨ ଭାଇ ମୃତ

ପିପିଲି: ଲୁଣା ନଦୀରେ ବୁଡି ଦସ୍ୱବ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି । ପିପିଲି ଡେଲାଙ୍ଗ ଧାନକେରା ପଂଚାୟତ ନାଗଣ ଗାଁ ରେ ଏହି ଦୁଃଖଦ ଘଟଣା ଘଟିଯାଇଛି । ମୃତକ ନାଗଣ ଗାଁ ର ସଦାଶିବ ପ୍ରଧାନଙ୍କ ଦୁଇ ପୁଅ ଙ୍କ ମୃତ୍ୟୁ ହୋଇଛି । ସେମାନେ ଗାଁ ନିକଟ ଲୁଣା ନଦୀରେ ଗାଧୋଇବା ବେଲେ ଭାସିଯାଇଥିଲେ । ମୃତକଙ୍କ ମଧ୍ୟରୁ ଜଣେ ୭ ବର୍ଷର ଓ ଅନ୍ୟ ଜଣେ ୩ ବର୍ଷର ଥିବା ସୂଚନା ରହିଛି । ଏହି ଘଟଣା ପରେ ସ୍ଥାନୀୟ ଅଂଚଳ ସମେତ ସଂପୃକ୍ତ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପଠାଇ ଏହାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking