26.7 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଦୈତ୍ୟନଗରୀରେ ସାବାଡ୍ ହେବେ କରୋନା ଅମାନିଆ

ଦୈତ୍ୟନଗରୀରେ ସାବାଡ୍ ହେବେ କରୋନା ଅମାନିଆ

ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ କରୋନା ନିୟମ ବାରମ୍ବାର ଉଲ୍ଲଂଘନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ଅମାନିଆଙ୍କୁ ସାବାଡ୍ କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ମାର୍କେଟ ଅଂଚଳରେ ଅମାନିଆଙ୍କୁ ପାନେ ଦେବ କୋଭିଡ୍ ଏନଫୋର୍ସମେ ଟିମ୍ । ହଟସ୍ପଟ୍ ଉପରେ କଡା ନଜର ରଖାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ଦୈତ୍ୟନଗରୀରେ ଅଧିକ ୫୦ ଅଫିସର, ୫ ପ୍ଲାଟୁନ ଆର୍ମଡ ପୋଲିସ ରହିବେ । କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରାଇବେ । ଭରବଙ୍କନଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି । କୋଭିଡ ଏନଫୋର୍ସମେ ପାଇଁ ପ୍ରତିଜୋନରେ ଡିସିପି ନେତୃତ୍ୱ ନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking