ଟୁଟୁ ନାୟକ ଥାନାରେ ହଜାର

ଭୁବନେଶ୍ୱର: ଭୁବନେଶ୍ୱର: ପ୍ରଯୋଜକ ଟୁଟୁ ନାୟକ ଥାନାରେ ହାଜର ହେଲେ । ଖାରବେଳନଗର ଥାନରେ ହାଜର ହେଲେ ଟୁଟୁ ନାୟକ । ସାମ୍ବାଦିକଙ୍କୁ ମାଡ ମରିଥିବ ଅଭିଯୋଗରେ ଥାନାରେ ହାଜର । ସାମ୍ବାଦିକାଙ୍କୁ ମାଡ ମାମଲା ଏଥିପାଇଁ ବଢିଲା ଟୁଟୁ ନାୟକଙ୍କ ଅଡୁଆ । ଟୁଟୁଙ୍କ ବିରୋଧରେ ନିଜ ଆଡୁ ମାମଲା କଲେ ମହିଳା କମିଶନ । ମାମଲା ରୁଜୁ ନେଇ ସୂଚନା ଦେଲେ ମହିଳା କମିଶନ ଅଧ୍ୟକ୍ଷା । ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ … Continue reading ଟୁଟୁ ନାୟକ ଥାନାରେ ହଜାର