34.1 C
Bhubaneswar
Friday, March 29, 2024
Homeଓଡିଶାସତକେବେ ଲୁଚି ରହେନା : ସମ୍ବିତ ପାତ୍ର

ସତକେବେ ଲୁଚି ରହେନା : ସମ୍ବିତ ପାତ୍ର

ପୁରୀ : ପୁରୀ ଏମାର ମଠରୁ ଖନନ ବେଳେ ସିଂହ ମୂର୍ତ୍ତି ବାହାରିବା ଘଟଣା । ରାଜ୍ୟ ସରକାର ଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ମୁଖ ପାତ୍ର ସମ୍ବିତ ପାତ୍ର । ଏହା ହେଉଛି ଜାତିର ପ୍ରତୀକ, ଇତିହାସ , ଓଡିଶାର ସ୍ୱାଭିମାନ । ସତ କେବେ ହେଲେ ଲୁଚି ରହେ ନାହିଁ, ଆଜି ନ ହେଲେ କାଲ୍‌ି ପ୍ରକାଶିତ ହେବ । ଯଦି ଇତିହାସ କୁ ସୁରକ୍ଷିତ ରଖି ନ ପାରିବା , ପରିପିଢି କ୍ଷମା ଦେବେ ନାହିଁ । ଏଏସଆଇ ସତ୍ୟପାଠ ଦର୍ଶାଇ ପୁଣି ଥରେ ସରକାରଙ୍କୁ ସମାଲୋଚନା କଲେ ସମ୍ବିତ ପାତ୍ର । ବିନା ଅନୁମତିରେ କାମ ହେଉଥିବାରୁ ଏଏସଆଇ ତାଗିଦ କରି ସାରିଛି । ପିନାକୀ ବାବୁ ମିସଲିଡ୍ କରୁଛନ୍ତି । ଯାହା କହୁଛନ୍ତି ସମ୍ବିଧାନ ସମ୍ମତ ନୁହେଁ । ୪ ଟି ଟଏଲେଟ ନିର୍ମାଣ କଥା ସଂସଦରେ କାହିଁକି କହିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking