ଭୁବନେଶ୍ୱର: ସରକାରଙ୍କ ବିରୋଧରେ କଂଗ୍ରେସର ଅନାସ୍ଥା ଆହ୍ୱାନ ପ୍ରସଙ୍ଗରେ ବୁଲେଇ ବଙ୍କେଇ କହିଲେ ବିଜେଡି ବିଧାୟକ ଅରୁଣ ସାହୁ । ସରକାର ବିଧାନସଭା ଅଧିବେଶନ ଡାକିବାକୁ ଡରୁଛନ୍ତି । ନାରୀ ନିଯ୍ୟାତନା ପ୍ରସଙ୍ଗରେ ସରକାର ବ୍ୟାକ ଫୁଟରେ । ସବୁ ବିଷୟରେ ଆଲୋଚନା କରିବାକୁ ବିଜେଡି ପ୍ରସ୍ତୁତ । ଆସ୍ଥା, ଅନାସ୍ଥା, ଅବସ୍ଥା, ବ୍ୟବସ୍ଥା ଆଲୋଚନା ପାଇଁ ପ୍ରସ୍ତୁତ । ମାତ୍ର ବିଜେଡି ଅନାସ୍ଥା ଆଣିବ କି କଂଗ୍ରେସକୁ ଏନେଇ ସମର୍ଥନ ଦେବ କହିଲେନି ।









