ବାବୁସାନଙ୍କୁ ଭେଟିଲେ ପତ୍ନୀ ତୃପ୍ତି

ଭୁବନେଶ୍ୱର : ଅସୁସ୍ଥ ବାବୁସାନଙ୍କ ପାଖରେ ପହଂଚିଲେ ପତ୍ନୀ ତୃପ୍ତି ଶତପଥୀ । ବାବୁସାନଙ୍କୁ ଦେଖା କରିବାକୁ ଏକ ଘରୋଇ ହସ୍ପିଟାଲରେ ପହଁଚିଲେ । କିଛି ଦିନ ହେଲା ବାବୁସାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପାରିବାରିକ ବିବାଦକୁ ନେଇ ପରସ୍ପର ଠାରୁ ଅଲଗ ରହି ଆସୁଥିଲେ ।ବାବୁସାନଙ୍କୁ ଭେଟି କଥା ହେଲେ ତୃପ୍ତି । ସ୍ୱାମୀ-ସ୍ତ୍ରୀଙ୍କ ବିବାଦ ପରେ ପ୍ରଥମ ଥର ପାଇଁ ଭେଟିଲେ । ଓଲିଉଡ୍‌ ଷ୍ଟାର ବାବୁସାନ ଅସୁସ୍ଥ, ଶରୀରରେ ଅମ୍ଳଜାନ ସ୍ତର … Continue reading ବାବୁସାନଙ୍କୁ ଭେଟିଲେ ପତ୍ନୀ ତୃପ୍ତି