30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୧.୧୦ ଲକ୍ଷ ଡଲାର ଜୋରିମାନା ଗଣିଲେ ଟ୍ରମ୍ପ

୧.୧୦ ଲକ୍ଷ ଡଲାର ଜୋରିମାନା ଗଣିଲେ ଟ୍ରମ୍ପ

ୱାଶିଂଟନ: ଅଦାଲତ ଅବମାନନା ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ୧,୧୦,୦୦୦ ଡଲାର ଜୋରିମାନା ଗଣିବାକୁ ପଡିଛି । ଟ୍ରମ୍ପ ଗତ ଗୁରୁବାର ଜୋରିମାନା ଅର୍ଥ ପୈଠ କରିଥିବା ଜଣାପଡିଛି । ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଅଦାଲତ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏଥିରେ ଖିଲାପ ଘଟିବାରୁ ବିଚାରପତି ଚଳିତବର୍ଷ ଏପ୍ରିଲ ୨୫ରେ ଟ୍ରମ୍ପଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୧.୧୦ ଲକ୍ଷ ଡଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking