22.1 C
Bhubaneswar
Monday, February 10, 2025
Homeଦେଶ ବିଦେଶତୃତୀୟ ବିଶ୍ୱଯୁଦ୍ଧ ନେଇ ଟ୍ୱିଟ କଲେ ଟ୍ରମ୍ଫ

ତୃତୀୟ ବିଶ୍ୱଯୁଦ୍ଧ ନେଇ ଟ୍ୱିଟ କଲେ ଟ୍ରମ୍ଫ

ୱାଶିଂଟନ: ଆମେରିକାର ସେନାର ଏୟାର ଷ୍ଟ୍ରାଇକରେ ଇନାରନ କମାଣ୍ଡର କାସିମ ସୁଲେମନି ନିହତ ହେବା ପରେ ସେଠାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ବଢ଼ିଛି । ଡୋନାଲ୍ଡ ଟ୍ରମ୍ଫଙ୍କ ଟ୍ୱିଟ ବିଶ୍ୱବାସୀଙ୍କୁ ଚକିତ କରିଛି । ଆମେରିକା ଆକ୍ରମଣରେ ଦ୍ୱିତୀୟ ଦିନରେ ମଧ୍ୟ ୬ଜଣ ଇରାକ ନାଗରିକଙ୍କ ମୃତ୍ୟୁ ଘଟିଛି । ଆଜି ଦ୍ୱିତୀୟ ଦିନର ଆକ୍ରମଣ ପରେ ଆଗକୁ ତୃତୀୟ ବିଶ୍ୱଯୁଦ୍ଧ ହେବା ନେଇ ଆଶଙ୍କା ପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଏନେଇ ଟୁଇଟର ମାଧ୍ୟମରେ ଦେଇଥିବା ସୂଚନା ଅନୁଯାୟୀ, କିଛି ଭୟଙ୍କର ନେତୃତ୍ୱ ଆମକୁ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଇ ନେଇପାରେ, ଏହାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ- ଟ୍ରମ୍ଫ ।
https://onakhabar.com/2020/01/04/tension/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking