ଭାରତ ଉପରେ ଟାରିଫ୍ କମାଇଲେ ଟ୍ରମ୍ପ: ୨୫% ରୁ ୧୮% ହ୍ରାସ
ନୂଆଦିଲ୍ଲୀ: ଭାରତ ଉପରେ ଟାରିଫ୍ ହ୍ରାସ କଲା ଆମେରିକା। ୨୫ପ୍ରତିଶତରୁ ୧୮ ପ୍ରତିଶତକୁ ଖସିଲା ଶୁଳ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା ପରେ ସୋସିଆଲ ମିଡିଆରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ଏବଂ ଆମେରିକା ଏକ ବାଣିଜ୍ୟ ଚୁକ୍ତି ପାଇଁ ରାଜି ହୋଇଛନ୍ତି । ଭାରତୀୟ ସାମଗ୍ରୀ ଉପରେ ଶୁଳ୍କକୁ ବର୍ତ୍ତମାନର ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି । … Continue reading ଭାରତ ଉପରେ ଟାରିଫ୍ କମାଇଲେ ଟ୍ରମ୍ପ: ୨୫% ରୁ ୧୮% ହ୍ରାସ
Copy and paste this URL into your WordPress site to embed
Copy and paste this code into your site to embed