30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଆମେରିକାରେ 'ୱ ଚାଟ୍'‌, 'ଟିକ୍ ଟକ' ବ୍ୟାନ

ଆମେରିକାରେ ‘ୱ ଚାଟ୍’‌, ‘ଟିକ୍ ଟକ’ ବ୍ୟାନ

ନୂଆଦିଲ୍ଲୀ: ଚାଇନିଜ ଆପ୍ ଓ ଚାଟ୍ ଓ ଟିକ ଟକ ବ୍ୟାନ ପାଇଁ ଆମେରିକାରେ ନିଷ୍ପତ୍ତି ହୋଇଛି । ଜାତୀୟ ସୁରକ୍ଷା ଦୃଷ୍ଟିରୁ ୱ ଚାଟ୍ ଓ ଟିକ ଟକ୍ ବ୍ୟାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୦ରୁ ବ୍ୟାନ କରିବା ପାଇଁ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଆମେରିକାରେ ଏବେ ସମସ୍ତେ ବହୁଳ ଭାବରେ ଚାଇନିଜ ଆପ୍ ଟିକଟକ ଓ ଓ ଚାଟ ଆପକୁ ବ୍ୟବହାର କରୁଛନ୍ତି । ୧୦୦ ମିଲିୟନ ଲୋକେ ଏହାକୁ ବ୍ୟବହାର କରୁଛନ୍ତି । ପୂର୍ବରୁ ଭାରତ ସରକାର ମଧ୍ୟ ଚାଇନିଜ ଆପ୍ ଟିକଟକ ସମେତ ଅନ୍ୟ ଆପ ଗୁଡିକୁ ବ୍ୟାନ କରିସାରିଛନ୍ତି । ଆଉ ଏବେ ଆମେରିକାରେ ବି ଏହା ବ୍ୟାନ ହେବା ପରେ ଚୀନକୁ ଏକ ଶକ୍ତ ଝଟକା ଲାଗିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking