34.1 C
Bhubaneswar
Thursday, April 25, 2024
Homeଓଡିଶାବାଇକ୍ କୁ ପିଟିଲା ଟ୍ରକ, ୩ ମୃତ

ବାଇକ୍ କୁ ପିଟିଲା ଟ୍ରକ, ୩ ମୃତ

ସମ୍ବଲପୁର : ସମ୍ବଲପୁର-କଟକ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭବାନୀପାଲିଠାରେ ଏହି ଦୁର୍ଘଟଣା ଘଟିଛି । ଏକ ବାଇକକୁ ଟ୍ରକ ଧକ୍କା ଦେଇଛି । ଫଳରେ ଘଟଣା ସ୍ଥଳରେ ୩ ବାଇକ ଆରୋହୀଙ୍କର ପ୍ରାଣବାୟୁ ଉଡ଼ି ଯାଇଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking