ବସ୍‌କୁ ପିଟିଲା ଟ୍ରକ୍; ୨୦ ଯାତ୍ରୀ ଆହତ

ଖୋର୍ଦ୍ଧା : ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ବସ୍‌ରେ ଲୋକମାନଙ୍କୁ ପୁରୀ ଅଣାଯାଉଥିଲା। ହେଲେ ଅଧାବାଟରେ ଘଟିଲା ଦୁର୍ଘଟଣା। ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ବସ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି ସାଉଁଟିବା ପାଇଁ ସରକାର ବିଭିନ୍ନ ଜିଲ୍ଲାର ଲୋକମାନଙ୍କୁ ପୁରୀ ଆଣି ପରିକ୍ରମା ପ୍ରକଳ୍ପ ବୁଲାଉଛନ୍ତି। ଆଜି ମଧ୍ୟ ରାୟଗଡ଼ା ଜିଲ୍ଲାରୁ … Continue reading ବସ୍‌କୁ ପିଟିଲା ଟ୍ରକ୍; ୨୦ ଯାତ୍ରୀ ଆହତ