40.1 C
Bhubaneswar
Thursday, April 25, 2024
Homeଓଡିଶାମାଛ ବୋଝେଇ ଟ୍ରକ ଧକ୍କା : ୧ଗୁରୁତର

ମାଛ ବୋଝେଇ ଟ୍ରକ ଧକ୍କା : ୧ଗୁରୁତର

ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଆଜି ଭୋର ସମୟରେ ଏକ ଟ୍ରକ ଦୁର୍ଘଟଣା ହୋଇଥିଲା । ସେହି ଟ୍ରକ ଆନ୍ଧ୍ରରୁ କୋଲକତା ଅଭିମୁଖେ ଯାତ୍ରା କରୁଥିବା ଗୋଟିଏ ମାଛ ବୋଝେଇ ଟ୍ରକ ପଛ ପଟୁ ପିଟିଥିଲା । ଏହି ଦୁର୍ଘଟଣା ଘଟିବା ଫଳରେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିଲେ । ଫଳରେ ମାଛ ଟ୍ରକରେ ଥିବା ମାଛ ପ୍ୟାକେଟ ଗୁଡ଼ିକ ଇତସ୍ତତଃ ହୋଇ ପଡ଼ିଥିଲା । ସେଥିରୁ ପ୍ରାୟ ୨୦ ମାଛ ପେଟି ବୋହି ନେଇଛନ୍ତି ପାଖରେ ଥିବାଲୋକ । ଖବରପାଇ ସୋର ପୁଲିସ  ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ତଦନ୍ତ କରିଥିବା ଜଣାଯାଇଛି । ଏଣେ ଗୁରୁତର ଡ୍ରାଇଭରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
https://onakhabar.com/2020/02/06/bus-accident-14/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking