31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଲେହରେ ଭୂକମ୍ପ; ରିକ୍ଟର ସ୍କେଲରେ ୪.୬

ଲେହରେ ଭୂକମ୍ପ; ରିକ୍ଟର ସ୍କେଲରେ ୪.୬

ଲେହରେ : ଲଦାଖର ଲେହରେ ସୋମବାର ପ୍ରତ୍ୟୁଷରେ ଭୂକମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ମାତ୍ରା ୪.୬ ରହିଥିବା ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ସୋମବାର ସକାଳ ପ୍ରାୟ ୬.୧୦ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ମାତ୍ରା ୪.୬ ରହିଥିବା ଭୂଗର୍ଭର ୧୮ କିଲୋମିଟର ଅଭ୍ୟନ୍ତରରେ ପରିମାପ କରାଯାଇଛି । ତେବେ ଏଥିରେ କୌଣସି ଧନ ଜୀବନ ହାନି ସମ୍ପର୍କରେ ତୁରନ୍ତ କିଛି ଖବର ହସ୍ତଗତ ହୋଇନାହିଁ । ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେଲା ଦେଶର ଉତ୍ତର ଓ ଉତ୍ତର ପୂର୍ବ ରାଜ୍ୟଗୁଡିକରେ କ୍ରମାଗତ ଭାବରେ ଭୂକମ୍ପନ ଅନୁଭୂତ ହେବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking