ସାଇକେଲରେ ସାରା ଭାରତ ଯାତ୍ରା, ୧୦ ହଜାର କିମି ଯାତ୍ରା ସାରି ପୁରୀରେ ପହଞ୍ଚିଲେ ଆଶା

ଭୁବନେଶ୍ୱର:ମହିଳା ସଶକ୍ତୀକରଣ ଓ ମହିଳା ସୁରକ୍ଷା ବାର୍ତ୍ତା ନେଇ ସାରା ଭାରତ ସାଇକେଲ ଯାତ୍ରା ଆରମ୍ଭ କରିଥିବା ମଧ୍ୟପ୍ରଦେଶର ଆଶା ମାଲବୀୟ ପୁରୀରେ ପହଞ୍ଚିଛନ୍ତି । ଗତ ନଭେମ୍ବର ୧ରେ ଆଶା ମଧ୍ୟପ୍ରଦେଶ ଭୋପାଳରୁ ଯାତ୍ରା ଆରମ୍ଭ କରିଥିଲେ । ଇତିମଧ୍ୟରେ ସେ ୧୦ଟି ରାଜ୍ୟର ୧୦ ହଜାର କିଲୋମିଟର ସାଇକେଲ ଯୋଗେ ଅତିକ୍ରମ କରିସାରିଲେଣି । ୧୧ତମ ରାଜ୍ୟ ଭାବେ ସେ ଓଡ଼ିଶାରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଓ ମୁଖ୍ୟ ଶାସନ … Continue reading ସାଇକେଲରେ ସାରା ଭାରତ ଯାତ୍ରା, ୧୦ ହଜାର କିମି ଯାତ୍ରା ସାରି ପୁରୀରେ ପହଞ୍ଚିଲେ ଆଶା