29.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବଢିଲା ଗାଡି କାଗଜପତ୍ର ବୈଧତା ଅବଧି

ବଢିଲା ଗାଡି କାଗଜପତ୍ର ବୈଧତା ଅବଧି

ନୂଆଦିଲ୍ଲୀ : କରୋନା ଭୟାବହତା ପାଇଁ ପୁଣି ବଢିଲା ଗାଡି ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧି । ସେପ୍ଟେମ୍ବର ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଥିବା ନେଇ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏହାକୁ ନେଇ ସବୁ ରାଜ୍ୟକୁ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଦ୍ୱିତୀୟ ଥର ପାଇଁ କେନ୍ଦ୍ର ସରକାର ଗାଡି କାଗଜପତ୍ର ବୈଧତାକୁୁ ବୃଦ୍ଧି କରିଛନ୍ତି । ଏବେ ଭୟଙ୍କର କରୋନା ମାହାମାରୀ ସାରା ଦେଶକୁ ଅସ୍ତବ୍ୟସ୍ତ କରିଦେଇଥିବାରୁ ଗାଡି କାଗଜପତ୍ର ବୈଧତା ଅବଧିକୁ ସରକାର ବୃଦ୍ଧି କରିଛନ୍ତି । ହେଲେ କରୋନା କହର କମିବା ପରେ ପୁଣି ଗାଡି ଚେକିଂ ଜୋରସୋର କରାଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ପୂର୍ବରୁ ମଧ୍ୟ ସରକାର ସମସ୍ତ ଗାଡି ଚାଳକଙ୍କୁ ଗାଡିର ସମସ୍ତ କାଗଜ ପତ୍ର ସଠିକ ଭାବେ କରିବାକୁ କହିଥିଲେ ଏବଂ ଗାଡି ଚେକିଂ ଜୋରଦାର କରାଯିବା ସହ ପାଟ୍ରୋଲିଂ ବି କରାଯାଉଥିଲା । ଆମାନିଆ ଗାଡି ଚାଳକଙ୍କ ଠାରୁ ପୋଲିସ ଫାଇନ ମଧ୍ୟ ଆଦାୟ କରୁଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking