34.1 C
Bhubaneswar
Friday, March 29, 2024
Homeଓଡିଶାଫାଟିଲା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ୪ଗୁରୁତର

ଫାଟିଲା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ୪ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଓମଫେଡ ଛକରେ ଅଘଟଣ । ବିଦ୍ୟୁତ୍‌ ଟ୍ରାନସଫର୍ମର ଫାଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଓମଫେଡ୍‌ ଅଫିସ ଗେଟ୍‌ ସମ୍ମୁଖରେ ଥିବା ବିଦ୍ୟୁତ୍‌ ଟ୍ରାନସଫର୍ମର ଫାଟିଛି । ଯାହାଫଳରେ ନିକଟରେ ଥିବା ୪ ଜଣ ଲୋକ ଗୁରୁତର ହୋଇଛନ୍ତି । ବିଦ୍ୟୁତ ଟ୍ରାନସଫର୍ମର ଫାଟିବାର କାରଣ ଜଣାପଡି ନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ଛାନ୍‌ଭିନ୍‌ କରୁଛନ୍ତି । ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିବା କହିଛନ୍ତି ସ୍ଥାନୀୟ ଲୋକ । ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking