ଟ୍ରେନ ଟ୍ରାଜେଡି: କରମଣ୍ଡଳ ଏକ୍ସପ୍ରେସ୍ କଥା ମନେ ପକାଇ ଭାବପ୍ରବଣ ହେଲେ ଯାତ୍ରୀ
ଭୁବନେଶ୍ୱର: ଦୁର୍ଘଟଣା ପରେ ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ୍। ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟାଇଥିବା କରମଣ୍ଡଳ ଏକ୍ସପ୍ରେସ୍ ଗତକାଲି ଦୁର୍ଘଟଣା ସ୍ଥଳର ଟ୍ରାକ୍ ଦେଇ ଯାଇଛି। ୪ ଦିନ ପରେ ଟ୍ରାକ୍ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍। ମଙ୍ଗଳବାର ଚେନ୍ନାଇ ପଟୁ ଆସିଥିବା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଯାଇଥିଲା। ଜୁନ୍ ୨ ତାରିଖ ସନ୍ଧ୍ୟାରେ କୋଲକାତାରୁ ଚେନ୍ନାଇ ଯାଉଥିବା ବେଳେ ବାହାନଗା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ। … Continue reading ଟ୍ରେନ ଟ୍ରାଜେଡି: କରମଣ୍ଡଳ ଏକ୍ସପ୍ରେସ୍ କଥା ମନେ ପକାଇ ଭାବପ୍ରବଣ ହେଲେ ଯାତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed