ଟ୍ରେନ୍ ଟ୍ରାଜେଡି: ଶବ ନୁହେଁ, ଗନ୍ଧାଉଥିଲା ଅଣ୍ଡା !
ଭୁବନେଶ୍ୱର: ବାହାନଗା ଷ୍ଟେସନରେ ପଡିଥିବା ଏକ ବଗିରୁ ପ୍ରବଳ ଗନ୍ଧ ପ୍ରସଙ୍ଗ । ବଗିରେ କୌଣସି ମୃତଦେହ ନୁହେଁ ଅଣ୍ଡାରୁ ଗନ୍ଧ ଆସୁଥିବା ସୂଚନା ରହିଛି । ଯାଞ୍ଚ ଟିମ୍ ଦ୍ୱାରା ଷ୍ଟେସନକୁ ପୁର ତନଖି କରାଯାଇଥିଲା । କୌଣସିଠାରେ ବି ଆଉ ମୃତଦେହ ନଥିବା ସ୍ପଷ୍ଟ ହୋଇଥିଲା । ତେବେ ଯଶୱନ୍ତପୁର ଏକ୍ସପ୍ରେସ ପାର୍ସଲ ଭ୍ୟାନରେ ଅଣ୍ଡା ଆସୁଥିଲା । ହାୱଡାକୁ ଆସୁଥିବା ପ୍ରାୟ ୩ ଟନ୍ ଅଣ୍ଡା ପାର୍ସଲ ଭ୍ୟାନରେ ଥିଲା । ସେହି … Continue reading ଟ୍ରେନ୍ ଟ୍ରାଜେଡି: ଶବ ନୁହେଁ, ଗନ୍ଧାଉଥିଲା ଅଣ୍ଡା !
Copy and paste this URL into your WordPress site to embed
Copy and paste this code into your site to embed