ଟ୍ରେନ ଟ୍ରାଜେଡି: ଦୁଇ ଦିନ ଖୋଜି ଖୋଜି ପୁଅକୁ ପାଇଲେ ବାପା ଓ ମାଆ
ଭୁବନେଶ୍ୱର: ଏ ହସ୍ପିଟାଲରୁ ସେ ହସ୍ପିଟାଲ ଖୋଜୁଥିଲେ । ବୁଲି ବୁଲି ନୟାନ୍ତ ହୋଇପଡ଼ିଥିଲେ । ପୁଅ ବଞ୍ଚିଛି କି ମରିଛି ତାହା ବି ଜାଣିନଥିଲେ । ଖାଲି ଏତିକି ଜାଣିଥିଲେ ପୁଅ ସେହି ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ରେ ହିଁ ଥିଲା। କିନ୍ତୁ ତାପରେ କୁଆଡ଼େ ଗଲା, କ’ଣ ହେଲା, କେମିତି ଅବସ୍ଥାରେ ଅଛି, କିଛି ଜାଣିନଥିଲେ ବାପା ମାଆ । କିନ୍ତୁ ପୁଅକୁ ଖୋଜିବାକୁ ସୁଦୁର ନେପାଳରୁ ଓଡ଼ିଶା ଚାଲି ଆସିଲେ । ଦୁଇ ଦିନ ଧରି … Continue reading ଟ୍ରେନ ଟ୍ରାଜେଡି: ଦୁଇ ଦିନ ଖୋଜି ଖୋଜି ପୁଅକୁ ପାଇଲେ ବାପା ଓ ମାଆ
Copy and paste this URL into your WordPress site to embed
Copy and paste this code into your site to embed