ବିଳାସପୁରରେ ଟ୍ରେନ୍ ଦୁର୍ଘଟଣା: ୬ ମୃତ

ଛତିଶଗଡ: ଛତିଶଗଡ ବିଳାସପୁର ଷ୍ଟେସନ ନିକଟରେ ଏକ ବଡ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍। ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ, ମଙ୍ଗଳବାର (୪ ନଭେମ୍ବର) ଅପରାହ୍ନ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା। ମେମୁ ଟ୍ରେନଟି ଗେଭରାରୁ ବିଳାସପୁର ଅଭିମୁଖେ ଯାତ୍ରା କରୁଥିଲା, ଯେତେବେଳେ ମାଲବାହୀ ଟ୍ରେନଟି ବିଳାସପୁରରୁ … Continue reading ବିଳାସପୁରରେ ଟ୍ରେନ୍ ଦୁର୍ଘଟଣା: ୬ ମୃତ