34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବିନା ଟ୍ରୁ କଲରରେ ଦେଖିହେବ କଲର୍‌ଙ୍କ ନାଁ, ଟ୍ରାଇ ଆଣୁଛି ନୂଆ କଲର୍ ଆଇଡି ବ୍ୟବସ୍ଥା

ବିନା ଟ୍ରୁ କଲରରେ ଦେଖିହେବ କଲର୍‌ଙ୍କ ନାଁ, ଟ୍ରାଇ ଆଣୁଛି ନୂଆ କଲର୍ ଆଇଡି ବ୍ୟବସ୍ଥା

ନୂଆଦିଲ୍ଲୀ: ବିନା ଟ୍ରୁ କଲରରେ ଏବେ ଉପଭୋକ୍ତାଙ୍କୁ ଅଜଣା ନମ୍ବରରୁ ଆସୁଥିବା କଲ୍‌ର ବିବରଣୀ ମିଳିପାରିବ । କଲର କିଏ ତାଙ୍କ ନାଁ ଜାଣିହେବ । ଟେଲିକମ୍‌ ନିୟାମକ ଟ୍ରାଇ ଏଭଳି ଏକ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛି, ଯାହା ଜରିଆରେ କଲରଙ୍କ ନାଁ ତାଙ୍କ ସିମ୍‌ରେ କରାଯାଇଥିବା କେୱାଇସି ନାଁରୁ ଜଣାପଡ଼ିବ ।

ସାଧାରଣତଃ କିଏ ଅଜଣା ବ୍ୟକ୍ତି ଫୋନ୍‌ କଲେ ସ୍କ୍ରିନ୍‌ରେ କେବଳ ତାଙ୍କର ନମ୍ବର ଆସେ । କିନ୍ତୁ ଟ୍ରାଇର ଫ୍ରେମ୍‌ୱାର୍କ ଚୂଡ଼ାନ୍ତ ହେବା ପରେ ଉପଭୋକ୍ତାଙ୍କୁ ଫୋନ୍‌ରେ ୟୁଜରଙ୍କ କେୱାଇସି ନାଁ ନଜର ଆସିବ । ଏହି ବ୍ୟବସ୍ଥା ଲାଗୁ ହେବା ପରେ ଯେତେବେଳେ କୌଣସି ବ୍ୟକ୍ତି ଫୋନ କରିବେ ସ୍କ୍ରିନ୍‌ରେ ତାଙ୍କ ନାଁ ଆସିଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking