38.1 C
Bhubaneswar
Tuesday, April 23, 2024
Homeଓଡିଶାରାଜଭବନ ରାସ୍ତାରେ ଟ୍ରାଫିକ କଟକଣା

ରାଜଭବନ ରାସ୍ତାରେ ଟ୍ରାଫିକ କଟକଣା

ଭୁବନେଶ୍ୱର: ରାଜଭବନ ପାଖ ପେଟ୍ରୋଲ ପମ୍ପ ରାସ୍ତାରେ ଯାତାୟାତ ଉପରେ କଟକଣା ଲଗାଯାଇଛି । ସୁରକ୍ଷା କାରଣରୁ କଟକଣା ଜାରି ନେଇ ପୋଲିସ କମିଶନର ସୂଚନା ପ୍ରଦାନ କରିଛନ୍ତି । ସ୍ଥାନ ସୁରକ୍ଷିତ ଘଷୋଣା ନହେବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ । ଅପରାହ୍ନ ୨ଟା ସୁଦ୍ଧା ଇପରେସନ ଶେଷ ହେବା ନେଇ ଆଶା ରହିଛି ବୋଲି ସେ କହିଛନ୍ତି । ଏଲପିଜି ଗ୍ୟାସ ଟ୍ୟାଙ୍କରରୁ କଢାଯିବା କାର୍ଯ୍ୟ ଶେଷ ହୋଇଛି । ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ କଢାଯିବା କାର୍ଯ୍ୟ ଜାରି ରହିଛି । ସକାଳେ ଅଗ୍ନିଶମ ଡିଜି ପେଟ୍ରୋଲ ପମ୍ପ୍ ଅଂଚଳ ବିପଦମୁକ୍ତ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking