ଆକ୍ସନ ମୋଡ଼ରେ ଟାଉନ ଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ

ନୟାଗଡ: ଆକ୍ସନ ମୋଡ଼ରେ ଟାଉନ ଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ । ନୟାଗଡ ସହରରେ କରୋନା ତାର କାୟା ବିସ୍ତାର କରିଥିଲା ବେଳେ କରୋନାକୁ ପ୍ରତିହତ କରିବାପାଇଁ ଓ ମାକ୍ସ ବ୍ୟବହାର କରୁନଥିବା ଜନସାଧାରଣ ସଚେତନ କରି ଅମାନିଆଙ୍କୁ ସାବାଡ଼ କରିବାପାଇଁ ଆକ୍ସନ ମୋଡ଼ରେ ପ୍ରବେଶ କରିଛନ୍ତି ଏସଆଇ ଧର୍ମେନ୍ଦ୍ର ଶିଆଳ ।  ନିଜର କର୍ତବ୍ୟର ଅନୁସନ୍ଧାନ କରି ଅବହେଳା ନକରି ସଚେତନ କରୁଛନ୍ତି । ସେ ଏକା ନୁହନ୍ତି ସାଙ୍ଗ ରେ ଅଛନ୍ତି ଜଣେ ଲେଡି ଅଫିସର ଓ ଦୁଇ ପୋଲିସ ଅଫିସର । କରୋନା କୁ ଖାତିର ନକରି ସାଜିଛନ୍ତି କରୋନା ଯୋଦ୍ଧା । ଏଭଳି ଜଣେ କର୍ତ୍ତବ୍ୟ ନିଷ୍ଠ ପୋଲିସ ଅଫିସରଙ୍କୁ ପାଇ ନୟାଗଡ ରଜନସାଧାରଣଙ୍କ ମନରେ ହସର ମାହୋଲ ହୋଇ ଥିଲାବେଳେ କରୋନାର ନୀତି ନିୟମକୁ ପାଳନ କରୁ ନଥିବା ଅମାନିଆଙ୍କ ମନରେ ଭୟର ସଂଚାର ହୋଇଛି ।

LEAVE A REPLY

Please enter your comment!
Please enter your name here