14.1 C
Bhubaneswar
Monday, December 8, 2025
Homeଓଡିଶାବସନ୍ତଙ୍କ ପାଦ ଛୁଇଁ  ଆଶୀର୍ବାଦ ନେଲେ ଜୟ

ବସନ୍ତଙ୍କ ପାଦ ଛୁଇଁ  ଆଶୀର୍ବାଦ ନେଲେ ଜୟ

ନୂଆପଡା: ବସନ୍ତଙ୍କ ପାଦ ଛୁଇଁ  ଆଶୀର୍ବାଦ ନେଲେ ଜୟ ଢୋଲକିଆ । ନୂଆପଡା ପାଇଁ  ବିଜେପିର ପ୍ରାର୍ଥୀ ଘୋଷଣା ପୂର୍ବରୁ ଜୟଙ୍କ ପ୍ରସ୍ତୁତି । ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଭେଟି ଆଶାର୍ବାଦ ନେଲେ । ଖରିଆର ରୋଡ ଏନଏସି ଅଧ୍ୟକ୍ଷା ସୋନିଆ ଜୈନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ । ସୂଚନାଥାଉକି, କିଛି ଦିନ ପୂର୍ବରୁ ଜୟ ଢୋଲକିଆ ବିଧିବଦ୍ଧ ଭାବେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ସେ ବିଜେପି କାର୍ଯ୍ୟାଳୟକୁ ଆସି ବିଜେପିରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking