ଟପ ମାଓ ନେତା ରାମଚନ୍ଦ୍ର ରେଡ୍ଡୀଙ୍କ ହୃଦରୋଗରେ ମୃତ୍ୟୁ
ମାଲକାନଗିରି : ଟପ ମାଓ ନେତା ମାଲ୍ଲା ରାଜି ରେଡ୍ଡୀର ମୃତ୍ୟୁ । ଛତିଶଗଡ଼ ବସ୍ତର ଜଙ୍ଗଲରେ ହୃଦରୋଗରେ ତାର ମୃତ୍ୟୁ ହୋଇଥିବା କୁହାଯାଇଛି । ସଶସ୍ତ୍ର ମହିଳା ଏବଂ ପୁରୁଷ ମାଓବାଦୀ ମୃତ ଶରୀରକୁ ଧରି କାନ୍ଦିବା ଦୃଶ୍ୟ ଦେଖିବାକୁ ମିଳିଛି। ମାଲ୍ଲା ରାଜି ରେଡ୍ଡୀ ମେସଲାନ୍ନା ଓରଫ ସଂଗ୍ରାମ ମାଓବାଦୀ ସେଂଟ୍ରାଲ କମିଟି ସଦସ୍ୟ ରହିଥିଲା । ଅବିଭକ୍ତ ଆନ୍ଧ୍ର ପ୍ରଦେଶରେ ବହୁ ଗରିଲା ଆକ୍ରମଣରେ ସେ ସଂପୃକ୍ତ ଥିଲା । ୭୨ ବର୍ଷ … Continue reading ଟପ ମାଓ ନେତା ରାମଚନ୍ଦ୍ର ରେଡ୍ଡୀଙ୍କ ହୃଦରୋଗରେ ମୃତ୍ୟୁ
Copy and paste this URL into your WordPress site to embed
Copy and paste this code into your site to embed