ଡିସକସ୍ ଥ୍ରୋରେ ଚମକିଲେ କମଲପ୍ରୀତ

ଟୋକିଓ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ନବମ ଦିନ । ଡିସକସ୍ ଥ୍ରୋରେ ଭାରତର କମଲପ୍ରୀତ କୌର ଶାନଦାର ପ୍ରଦର୍ଶନ କରିଛନ୍ତି। ବିଜୟ ସହିତ ସେ ଫାଇନାଲରେ ପ୍ରବେଶ କରିଛନ୍ତି । ତୃତୀୟ ପ୍ରୟାସରେ ୬୪ ମିଟର ପର୍ଯ୍ୟନ୍ତ ଥ୍ରୋ କରିଛନ୍ତି କମଲପ୍ରୀତ । କମଲପ୍ରୀତ ଭାରତକୁ ପଦକ ଦେବାକୁ ଅତି ନିକଟତର ହୋଇଛନ୍ତି । ଫାଇନାଲକୁ ଯୋଗ୍ୟତା ହାସଲ ସହ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି କମଲପ୍ରୀତ । ୨ ତାରିଖରେ ପଦକ ପାଇଁ ସେ ପ୍ରତିଦ୍ୱନ୍ଦିତା କରିବେ … Continue reading ଡିସକସ୍ ଥ୍ରୋରେ ଚମକିଲେ କମଲପ୍ରୀତ