34.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ: ଆଜି ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ । ସାଂସାରିକ ସୁଖ ସନ୍ତୋଷ ପ୍ରାପ୍ତି ହେବ । ଚାକିରିରେ ସହଯୋଗ ମିଳିବ । ବାଣିଜ୍ୟରେ ଲାଭ ମିଳିବ ଏବଂ ବହୁଦିନର ସମସ୍ୟାର ସମାଧାନ ହେବ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ ।

ବୃଷ: ଚନ୍ଦ୍ରଙ୍କ ଗତିଶୀଳ ହେତୁ ଯୋଜନା କରି ସଫଳ ହେବ । ଗୃହରେ ଧାର୍ମିକ କାକର୍ଯ୍ୟରେ ମନରହିବ । ଚାକିରିରେ ସମ୍ମାନ ପାଇବେ । ପ୍ରଶାସନିକ ଦାୟିତ୍ୱବୋଧ ରହିବ । ପରିବହନ ଓ ବାଣିଜ୍ୟରେ ଲାଭ ହେବ ।

ମିଥୁନ: କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ । ପରିବାରରେ ଅବହେଳା ରହିବ । ରାଜନୀତିରେ ଅସହଯୋଗ ରହିବ । ବ୍ୟବସାୟରେ ସମସ୍ୟାରହିବ । ଦୂରଯାଗାକୁ ଯାଇପାରନ୍ତି । ବହୁଦିନର ଆଶା ପୂରଣ ହେବ ।

କର୍କଟ: ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ର ଉତ୍ସାହଜନକ ରହିବ । ସାଂସାରିକ ଉନ୍ନତି କରିବେ । ଚାକିରିରେ ପଦୋନ୍ନତି ହୋଇପାରେ । ମହିଳାମାନେ ଆଦର ସମ୍ମାନ ପାଇବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ ।

ସିଂହ : ଆଜି କୌଣସି ଆଘାତ କିମ୍ବା ଦୁର୍ଘଟଣାରେ ଶିକାର ହୋଇପାରନ୍ତି । ବ୍ୟବସାୟରେ ଲାଭକ୍ଷତି ସମାନ ରହିବ । କର୍ମକ୍ଷେତ୍ରରେ ଉନ୍ନତିର ଆଶା କମ । ଆର୍ôଥକ ଅଭାବ ଦେଖାଦେଇପାରେ । ବନ୍ଧୁମାନଙ୍କ ଦ୍ୱାରା ହଇରାଣ ହୋଇପାରନ୍ତି ।

କନ୍ୟା : ବ୍ୟବସାୟରେ ଲାଭବାନ ହେବେ । ଗୃହ ଓ ଭୂମି କ୍ରୟର ସୁଯୋଗ ଆସିବ । ଆର୍ଥିକ ଉନ୍ନତି ହେବ । ବିଭିନ୍ନ ସମସ୍ୟାର ସମାଧାନ ହେବ । ପାରବାରିକ ଶାନ୍ତି ବୃଦ୍ଧି ପାଇବ ।

ତୁଳା : କର୍ମକ୍ଷେତ୍ରରେ ଉନ୍ନତି ହେବେ । ବାଧାବିଘ୍ନ ଦୁର ହୋଇ ଲାଭପ୍ରଦ ପରିସ୍ଥିତି ଉପୁଜିବ । ପାରବାରିକ ଚିନ୍ତା ବୃଦ୍ଧି ପାଇବ । ଅତ୍ୟଧିକ ପରିଶ୍ରମ ଦ୍ୱାରା ସାମାନ୍ୟ ସଫଳତା ମିଳିବ ।

ବିଛା: ଆଜି ବିଭିନ୍ନ ସମସ୍ୟାର ସମାଧାନ ହେବ । ରୋଜଗାର ପାଇବେ । ମାନସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ । ଦୂରଯାତ୍ରା ଯୋଗ ଅଛି । ଛାତ୍ରଛାତ୍ରୀମାନେ ପଢ଼ାରେ ମନ ଦେବେ ।

ଧନୁ: ଆଜି କର୍ମ କ୍ଷେତ୍ରରେ ଉନ୍ନତି ବାଧାପ୍ରାପ୍ତ ହେବ । ପଡ଼ୋଶୀଙ୍କ ସହ ଝାମେଲା ହୋଇପାରେ । ପରିବହନ ଓ ବାଣିଜ୍ୟରେ ଲାଭ କମ ହେବ । ମହିଳାମାନେ ଦୂରଯାତ୍ରା ଯାଇପାରନ୍ତି ।

ମକର: ଚନ୍ଦ୍ରଙ୍କ ଗମନ ହେତୁ ପ୍ରତିଟି କାକର୍ଯ୍ୟରେ ଆଗେଇ ଚାଲିବେ । ସାଂସାରିକ ସୁଖ ସନ୍ତୋଷ ଭିତରେ କଟିବ । ବ୍ୟବସାୟ ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ ।

କୁମ୍ଭ: କେନ୍ଦ୍ର ଚଳନ ହେତୁ ପରିଶ୍ରମର ଫଳ ପାଇବେ ନାହିଁ । ଗୃହରେ ଖର୍ଚ୍ଚାନ୍ତ ବହୁତ ଦେଖାଦେବ । ଚାକିରିରେ ଅବହେଳା ଦେଖାଦେବ । ବ୍ୟବସାୟରେ ମାନ୍ଦା ରହିବ । ଦୂରଯାଗାକୁ ଯାଇପାରନ୍ତି ।

ମୀନ: ଆଜି ବ୍ୟବସାୟରେ ବହୁତ ଲାଭବାନ ହେବେ । କର୍ମକ୍ଷେତ୍ରରେ ମନ ମୁତାବକ ଫଳ ମିଳିବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ବହୁତ ଭଲ ରହିବ । ମହିଳାମାନେ ଦୂରଯାଗାକୁ ଯାଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking