39.1 C
Bhubaneswar
Tuesday, April 23, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ: ଆଜି ଅଧିକାର ହରାଇ ପାରନ୍ତି । ମନଅସ୍ଥିର ରହିବ । ବ୍ୟାକୁଳତା ବଢ଼ିପାରେ । କାର୍ଯ୍ୟରେ ବାଧା ଉପୁଯିବ । ଦୂର ସମ୍ପର୍କର ଉପକୃତ ହେବେ । ପରିସ୍ଥିତି ଆୟତ୍ତାଧିନ ରହିବ ।

ବୃଷ: ସକାଳୁ ସକାଳୁ ଦେବଦର୍ଶନରେ ଆନନ୍ଦ ପାଇବେ । ନିଜ କାର୍ଯ୍ୟରେ ଲାଗି ରହିବେ । ମନ ବ୍ୟାକୁଳ ରହିବ । ଅଭାବରେ ପଡ଼ିପାରନ୍ତି । ମଧ୍ୟମ ଫଳପ୍ରାପ୍ତି ହେବ ।

ମିଥୁନ: ଆଜି ଆୟ ବୃଦ୍ଧି ଘଟିବ । ଅନିଶ୍ଚିତତା ଅନୁଭବ କରିବେ । ଅଯଥା ହନ୍ତସନ୍ତ ହୋଇପାରନ୍ତି । ଯାତ୍ରାଦିରେ ଲାଭାବନ ହେବେ । ସମୟ ଅନୁକୂଳ ରହିବ । ଜଞ୍ଜାଳ ଦୂରେଇଯିବ ।

କର୍କଟ: ଆଜି ପ୍ରଗତିଶୀଳ ହେବ । ଆର୍ôଥକ ଅନଟନ ଦୂରୀଭୂତ ହେବ । ବନ୍ଧୁମିଳନରେ ଆନନ୍ଦ ମିଳିବ । ଋଣଗ୍ରସ୍ତ ହୋଇପାରନ୍ତି । ଧନାଦି ବୃଦ୍ଧି ଘଟିବ । ପରିବେଶ ବଦଳିଯିବ ।

ସିଂହ: ଆଜି ଅଯାଚିତ ସାହାଯ୍ୟ ପାଇବେ । ଅପବାଦରୁ ରକ୍ଷା ପାଇବେ । କାର୍ଯ୍ୟରେ ପ୍ରମାଦ ଉପୁଯିବ । ସଫଳତାର ନିକଟବର୍ତ୍ତୀ ହେବେ । ଲୋକ ସମ୍ପର୍କ ବଢ଼ିବ ।

କନ୍ୟା: ଆଜି ଗୃହରେ ଅଶାନ୍ତି ଉପୁଯିବ । ସାହାଯ୍ୟ ବୃଥା ହେବ । ଦେହ ଖରାପ ହେବ । ସୁଖୀ ରହିପାରନ୍ତି । ଆର୍ôଥକ ସାହାଯ୍ୟ ପାଇବେ । ଉଚ୍ଚଭିଳାଷୀ ହେବେ ।

ତୁଳା: ଆଜି ଆୟ ଯୋଗ ଅଛି । ଗୃହରେ ଚିନ୍ତା ବଢ଼ିବ । ମାନସିକ ଶାନ୍ତି ହରାଇବେ । । ଫଳ ଶୁଭ ହେବ । କାର୍ଯ୍ୟରେ ସଫଳ ହୋଇପାରନ୍ତି । ସେବା କାର୍ଯ୍ୟ କରିବେ ।

ବିଛା: ଦେହ ଭଲ ରହିବ । ମନ ମୁତାବକ କାର୍ଯ୍ୟ ସଫଳ ହେବ । ଋଣ ମୁକ୍ତ ହୋଇପାରନ୍ତି । ଆଦର ସମ୍ମାନ ପାଇବେ । ପ୍ରତିଷ୍ଠା ଲାଭ କରିବେ । ଅଭାବରୁ ମୁକ୍ତି ମିଳିବ ।

ଧନୁ: ଆଜି ସତର୍କତା ଆବଶ୍ୟକ ଲାଭ ଆଶାରେ ଉତ୍ସାହିତ ହେବେ । ସଂକଟର ମୁକାବିଲା କରିବେ । ପ୍ରାୟତଃ ଲାଭବାନ ହୋଇପାରନ୍ତି। ଅର୍ଥ ଉପାର୍ଜନ ବଢ଼ିପାରେ ।

ମକର: ଆଜି ଗୃହକାର୍ଯ୍ୟରେ ମନ ଦେବେ । ବରକ୍ତି ପ୍ରକାଶ କରିବେ । ମନୋମାଳିନ୍ୟ ଉପୁଯିପାରେ । ଦିନସାରା ବ୍ୟସ୍ତ ରହିବେ । ମନର ବଳ ହ୍ରାସ ପାଇବ । ଦେହ ସୁସ୍ଥ ରହିବ ।

କୁମ୍ଭ: ଆୟ ବିଶେଷ ଭଲ ହେବ ନାହିଁ । ବ୍ୟବସାୟରେ ଉନ୍ନତି ହେବ । ଧୈର୍ଯ୍ୟ ଓ ସାହାସର ସହିତ କାର୍ଯ୍ୟ କରିବେ । ଚୋରି ଦ୍ରବ୍ୟର ସନ୍ଧାନ ପାଇବେ । ଭାତୃବିବାଦ ଦେଖାଦେବ ।

ମୀନ: ଆଜି ଯାତ୍ରାଦିରେ ସମ୍ମିଳିତ ହେବେ । ସ୍ତ୍ରୀର ପ୍ରେରଣା ପାଇବେ । ଅତିଥି ସତ୍କାର କରିପାରନ୍ତି । ବନ୍ଧୁବର୍ଗରେ ଅପ୍ରସ୍ତୁତ ହେବେ । ଅପେକ୍ଷା କରି କାର୍ଯ୍ୟ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking