26.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ବିଭିନ୍ନ ସୂତ୍ରରୁ ଆୟ ଅଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଂଚଳ ପ୍ରକୃତିର ହୋଇପାରନ୍ତି ।

ବୃଷ : ସରକାରୀ ସ୍ତରରେ ସମ୍ମାନୀତ ହେବେ । ଅର୍ଥ ମିଳିବ । ରୋଜଗାର ମାର୍ଗ ଉନ୍ନତ ରହିବ । ଶ୍ରମ ସାର୍ଥକ ହେବ । କୂଳ ଉଜ୍ଜଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦୟାଳୁ ସ୍ୱଭାବର ହେବେ ।

ମିଥୁନ : ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଚନ୍ଦ୍ରଙ୍କ ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଭାଗ୍ୟଶାଳୀ ହୋଇପାରନ୍ତି ।

କର୍କଟ : ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । କାର୍ଯ୍ୟ ସୁଖ ମିଳିବ । ଚିନ୍ତା ମୁକ୍ତ ହୋଇପାରନ୍ତି । ସାମାନ୍ୟ ମାତ୍ରାରେ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି ।

ସିଂହ : ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବାର ସୂଚନା ମିଳୁଛି । ଦୁର୍ଘଟଣାରୁ ରକ୍ଷା ପାଇଯିବେ । ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ସହାନୁଭୂତି ପାଇ ଉତ୍‌ଫୁଲ୍ଲିତ ହେବେ । ବ୍ୟବସାୟ ଲାଭଜନକ ହେବ ।

କନ୍ୟା : ସେବକ ମନୋବୃତିର ହୋଇପାରନ୍ତି । ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଇଙ୍ଗିତରେ ଯିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶତ୍ରୁହନ୍ତା ହୋଇପାରନ୍ତି ।

ତୁଳା : ଆଜି ଚାକିରୀ କ୍ଷେତ୍ରରେ ଉଚ୍ଚକର୍ତୃପକ୍ଷଙ୍କ ବିଶ୍ୱାସର ପାତ୍ର ହେବେ । ବନ୍ଧୁ ଦ୍ୱେଷୀ ହେବା ଆଶା କରାଯାଏ । ଭଲ ମନ୍ଦ ମିଶ୍ରିତ ଫଳ ମିଳିବ । ଆୟ ବୃଦ୍ଧି ସୁଯୋଗ ସୃଷ୍ଟି ହେବ ।

ବିଛା : ଚଂଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସମ୍ଭାବନା ଅଛି । ଲଟେରୀ ଜିଣିବାର ସୁଯୋଗ ଅଛି । ବ୍ୟବସାୟରେ ପ୍ରଚୁର ଧନ ମିଳିବ ।

ଧନୁ : ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ । ଧନପ୍ରାପ୍ତିର ସୁଖ ଭୋଗ କରିପାରନ୍ତି । ସେହି ଧନ ପାଇ ବାଦ ଉପୁଜିପାରେ । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି ।

ମକର : ସ୍ୱଭାବ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ବନ୍ଧୁମିଳନ ଘଟିବାର ସମ୍ଭାବନା ଅଛି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି ।

କୁମ୍ଭ : ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହିତ ଅନ୍ୟମାନଙ୍କୁ ସଙ୍ଗଠିତ କରିପାରନ୍ତି । ମନ ପ୍ରଶନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହେବେ । ପ୍ରେମୀ ଓ ସାହାସୀ ହୋଇପାରନ୍ତି ।

ମୀନ : ଅନ୍ୟ କଥାରେ ପ୍ରଭାବିତ ହୋଇପାରନ୍ତିି । ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି । ପରଦେଶବାସୀ ସହନଶୀଳ ଶାନ୍ତିପ୍ରିୟ ହୋଇପାରନ୍ତିି । ମିତ୍ର ସୁଖ ମିଳିପାରେ । ପତ୍ନୀ ପରାୟଣ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking