27.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେିମତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେିମତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ସୁଶମ ଖାଦ୍ୟ ଖାଇପାରନ୍ତି । ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହିବେ । ଚାକୀରୀରେ ପଦୋନ୍ନତି ହୋଇପାରେ । ଅପ୍ରିୟ ପରିସ୍ଥିତିରେ ପଡ଼ିବେ ।

ବୃଷ : ଆୟରେ ଅବନତି ଘଟିବ । ଦକ୍ଷତାର ଉପଯୋଗ କରିବେ । ବିଦେଶ ଭ୍ରମଣ କରିପାରନ୍ତି । ଅଳ୍ପକେ ରକ୍ଷା ପାଇଯିବେ । ଦେହ ଭଲ ରହିବ । ପାରିବାରିକ କାର୍ଯ୍ୟରେ ମନଦେବେ । ଅର୍ଥ ବ୍ୟୟ ହେବ ।

ମିଥୁନ : ଆଜି ଭାଇମାନଙ୍କ ଦ୍ୱାରା ପୈତୃକ ସମ୍ପତି ପାଇଁ ବ୍ୟସ୍ତ ରହିବେ । ଚାହୁଁଥିବା କାର୍ଯ୍ୟ ସଫଳ ହେବ । ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବ୍ୟବସାୟ ଭଲରେ ଚାଲିବ ।

କର୍କଟ : ଆଜି ଅପଦସ୍ତ ହୋଇପାରନ୍ତି । ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି । ବ୍ୟବସାୟ କାରାବାର ବଢ଼ିପାରେ । ସଞ୍ଚୟର ଉପଯୋଗ କରିପାରନ୍ତି । ଅଯଥା ବ୍ୟୟଭାର ବଢ଼ିବ ।

ସିଂହ : ଆଜି ହଠାତ୍ ବନ୍ଧୁ ସମ୍ପର୍କରେ ବାଧା ସୃଷ୍ଟି ହେବ । ନୂତନ ଜମି କ୍ରୟ କରିପାରନ୍ତି । ଗୃହରୁ ଆନନ୍ଦ ପାଇପାରନ୍ତି । ସୃଜନଶୀଳ ପ୍ରତିଭାର ବିକାଶ ଘଟିବ । ମାନସିକ ଚିନ୍ତା ବଢ଼ିବ ।

କନ୍ୟା : ଆଜି ସକାଳୁ ସକାଳୁ ବ ନ୍ଧୁ ଦର୍ଶନ କରିବେ । ନୂତନ ଜିନିଷ କିଣିପାରନ୍ତି । ଗୃହରେ ଆନନ୍ଦ ପାଇପାରନ୍ତି । ସୃଜନଶୀଳ ପ୍ରତିଭାର ବିକାଶ ଘଟିବ । ବିପଦରେ ପଡ଼ିପାରନ୍ତି ।

ତୁଳା : କର୍ମକ୍ଷେତ୍ରରେ ଅଶାନ୍ତି ଉପୁଜିପାରେ । ନୂତନ ଆୟ ପନ୍ଥା ଦେଖାଦେବ । ମାନସିକ ଅଶାନ୍ତି ଦୂର ହେବ । ଆପଣଙ୍କର ଆଶା ସଫଳ ହେବ । ଚାକିରୀରେ ପ୍ରାଧନ୍ୟତା ବଢ଼ିବ ।

ବିଛା : ଅଧିକ ଅର୍ଥ ପାଇଁ ବ୍ୟସ୍ତ ରହିବେ । ଦୁର୍ଘଟଣାରୁ ଅଳ୍ପକେ ରକ୍ଷାପାଇଯିବେ । ଅଯଥା ବ୍ୟସ୍ତଭାର ବଢ଼ିବ । ଯାତ୍ରାରୁ ଆନନ୍ଦ ମିଳିବ। ଆୟର ଯୋଗ ଅଛି ।

ଧନୁ : ଆଲୋଚନାରୁ ଉପକାର ମିଳିବ । ସନ୍ଦେହରୁ ଉଦ୍ଧୁରିଯିବ । ଦୂରଦୃଷ୍ଟି ସଫଳ ହେବ । ଦ୍ରବ୍ୟାଦି ଲାଭ କରିପାରନ୍ତି । ଗୃହଭେଦ ଘଟିପାରେ ।

ମକର : ଆଜି ସମାଜିକ ପ୍ରତିଷ୍ଠା ମିଳିବ । ବ୍ୟବସାୟରେ ଉନ୍ନତି ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିପାରେ । ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ । ଆର୍ଥିକ ଅଭାବ ପରିଲିକ୍ଷିତ ହେବ । ପାରିବାରିକ ଶାନ୍ତି ମିଳିବ ।

କୁମ୍ଭ : ବ୍ୟବସାୟରେ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଭୂମି ବା ଦ୍ରବ୍ୟ ଇତ୍ୟାଦି କ୍ରୟ କରିପାରନ୍ତି । ମାନ ସମ୍ମାନ ବୃଦ୍ଧି ପାଇବ । ଶାରୀରିକ ସୁସ୍ଥତା ଅନୁଭବ କରିବେ ।

ମୀନ : ଆଜି କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଆକସ୍ମିକ ଧନଲାଭ ହେବ । ବ୍ୟବସାୟରେ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ମଜବୁତ୍ ହେବ । ଶତ୍ରୁମାନେ ପରାଜିତ ହେବେ । ଋଣମୁକ୍ତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking