34.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା

ମେଷ : ମାଲିମୋକଦ୍ଦମାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ହେବ । ଦେହ ଭଲ ରହିବ । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ଦୂରଯାତ୍ରା ଯୋଗ ଅଛି । ବୃହସ୍ପତି ଷଷ୍ଠରେ ରହିବା ହେତୁ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ ।

ବୃଷ : ଆଜି ବହୁଦିନର ଆଶା ପୂରଣ ହେବାକୁ ଯାଉଛି । ନୂତନ ବନ୍ଧୁ ମିଳନର ଯୋଗ ଅଛି । କର୍ମକ୍ଷେତ୍ରରେ ଅସହଯୋଗ ପାଇଁ ଚିନ୍ତିତ ରହିବେ । ବ୍ୟବସାୟରେ ସ୍ୱଳ୍ପ ଲାଭର ସମ୍ଭାବନା । ପରିବାରରେ ଶାନ୍ତି ବଜାୟ ରହିବ । ଦେହ ଭଲ ରହିବ ।

ମିଥୁନ : ଆଜି ଜନହିତ କାମ କରି ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି । ଦେହ ମନ ଭଲ ରହିବ । ପରିବାରରେ ଶାନ୍ତି ମିଳିବ । ବ୍ୟବସାୟରେ ଲାଭର ସମ୍ଭାବନା କମ ଅଛି । ବିଦ୍ୟାର୍ଥୀମାନେ ଖୁସିରେ ସମୟ କାଟିବେ ।

କର୍କଟ : ଆଜି ବହୁତ ଦିନର ଧନ ପ୍ରାପ୍ତିର ଆଶା ଅଛି । ଶରୀର ସୁସ୍ଥ ରହିବ । କର୍ମକ୍ଷେତ୍ରରେ ସହଯୋଗ ପାଇବେ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ପରିବାରରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ । ମହିଳାମାନେ ଆନନ୍ଦରେ ଦିନଟି କାଟିବେ ।

ସିଂହ : ଆଜି ବୃହସ୍ପତି ଶୁଭଙ୍କ ଯୋଗୁ ହଜି ଯାଇଥିବା ଧନ ମିଳିବ । ବନ୍ଧୁ ସହଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ଦେଖାଦେବ । ଉଚ୍ଚ ସମ୍ମାନ ଆଶାର ଲାଭ ଅଛି । ଦେହ ଭଲ ରହିବ । ପରିବାରରେ ଶାନ୍ତି ମିଳିବ । ବିଦ୍ୟାର୍ଥୀମାନେ ଆନନ୍ଦରେ ପଢ଼ିପାରନ୍ତି ।

କନ୍ୟା : ଆଜି ଚାକରୀ କ୍ଷେତ୍ରରେ ନିନ୍ଦିତ ହୋଇପାରନ୍ତି । ବ୍ୟବସାୟରେ ଉନ୍ନତି ଘଟିବ । ଅଶାନ୍ତି ଦୂର ହେବ । ମାଲିମୋଦ୍ଦମାରେ ଜୟଯୁକ୍ତ କରିବେ । ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେବ । ମହିଳା ଓ ଛାତ୍ରଛାତ୍ରୀମାନେ ସନ୍ତୋଷ ଲାଭ କରିବେ ।

ତୁଳା : କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ । ବ୍ୟବସାୟରେ ବନ୍ଧୁଙ୍କ ଦ୍ୱାରା କ୍ଷତି ସମ୍ଭବନା ଅଛି । ପୈତୃକ ସମ୍ପତି ନେଇ ଗଣ୍ଡୋଗଳ ଦେଖାଦେଇପାରେ । ଶତ୍ରୁ ବୃଦ୍ଧି ଘଟିବ । ଦେହ ସୁସ୍ଥ ରହିବ । ପରିବାରେ ଅଶାନ୍ତି ଦେଖାଦେଇପାରେ ।

ବିଛା : ଆଜି ବ୍ୟବସାୟରେ ଚଳନୀୟ ଅବସ୍ଥା ସୃଷ୍ଟି ହୋଇପାରେ । ନୂତନ କର୍ମନିଯୁକ୍ତି ପାଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଶାନ୍ତି ମିଳିବ । ବିଦ୍ୟାର୍ଥୀମାନେ ଦେବ ପୂଜାରେ ସନ୍ତୋଷ ଲାଭ କରିବେ ।

ଧନୁ : ଶନିଙ୍କ ପ୍ରଭାବରୁ ମନସ୍କାମନା ସଫଳ ହେବ । ଆଳସ୍ୟ ବୃଦ୍ଧି ପାଇବ । ସାମୂହିକ କାର୍ଯ୍ୟରେ ଆଗେଇବେ । ପଡ଼ୋଶୀଙ୍କ ସହିତ ମତଭେଦ ଦେଖାଦେବ ।

ମକର : ଆଜି ଚାକୀରିରେ ସୁପ୍ରତିଷ୍ଠିତ ହୋଇପାରନ୍ତି । ଆର୍ଥିକ ଉନ୍ନତି ଘଟିବ । ବ୍ୟବସାୟରେ ଉନ୍ନତି କରିବେ । ଶୁଭ କାର୍ଯ୍ୟରେ ସମ୍ମାନୀତ ହେବେ । ଆୟ ଠାରୁ ବ୍ୟୟ ଅଧିକ ହେବ ।

କୁମ୍ଭ : କାର୍ଯ୍ୟରେ ଉନ୍ନତି ହେବ । ଭୂମି ଓ ପଶୁ ଲାଭ ଯୋଗ ଅଛି । ଚାକିରୀରେ ସଦା ପ୍ରସନ୍ନ ରହିବେ । ଯାନବାହନ କ୍ରୟ ଯୋଗ ଅଛି। ମନରେ ଭକ୍ତି ଭାବ ଜାଗ୍ରତ ହେବ ।

ମୀନ : ଆୟର ପ୍ରତିରୋଧ କରିବେ । କୌଣସି ବିଷୟକୁ ନେଇ ଆଲୋଚନା କରିବେ । ଭ୍ରମାଣାଦିରେ ଶାନ୍ତି ପାଇବେ । ପଦୋନ୍ନତି ପାଇଁ କାର୍ଯ୍ୟ କରିବେ । ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking