ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା

ମେଷ : ମାଲିମୋକଦ୍ଦମାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ହେବ । ଦେହ ଭଲ ରହିବ । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ଦୂରଯାତ୍ରା ଯୋଗ ଅଛି । ବୃହସ୍ପତି ଷଷ୍ଠରେ ରହିବା ହେତୁ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ ।

ବୃଷ : ଆଜି ବହୁଦିନର ଆଶା ପୂରଣ ହେବାକୁ ଯାଉଛି । ନୂତନ ବନ୍ଧୁ ମିଳନର ଯୋଗ ଅଛି । କର୍ମକ୍ଷେତ୍ରରେ ଅସହଯୋଗ ପାଇଁ ଚିନ୍ତିତ ରହିବେ । ବ୍ୟବସାୟରେ ସ୍ୱଳ୍ପ ଲାଭର ସମ୍ଭାବନା । ପରିବାରରେ ଶାନ୍ତି ବଜାୟ ରହିବ । ଦେହ ଭଲ ରହିବ ।

ମିଥୁନ : ଆଜି ଜନହିତ କାମ କରି ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି । ଦେହ ମନ ଭଲ ରହିବ । ପରିବାରରେ ଶାନ୍ତି ମିଳିବ । ବ୍ୟବସାୟରେ ଲାଭର ସମ୍ଭାବନା କମ ଅଛି । ବିଦ୍ୟାର୍ଥୀମାନେ ଖୁସିରେ ସମୟ କାଟିବେ ।

କର୍କଟ : ଆଜି ବହୁତ ଦିନର ଧନ ପ୍ରାପ୍ତିର ଆଶା ଅଛି । ଶରୀର ସୁସ୍ଥ ରହିବ । କର୍ମକ୍ଷେତ୍ରରେ ସହଯୋଗ ପାଇବେ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ପରିବାରରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ । ମହିଳାମାନେ ଆନନ୍ଦରେ ଦିନଟି କାଟିବେ ।

ସିଂହ : ଆଜି ବୃହସ୍ପତି ଶୁଭଙ୍କ ଯୋଗୁ ହଜି ଯାଇଥିବା ଧନ ମିଳିବ । ବନ୍ଧୁ ସହଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ଦେଖାଦେବ । ଉଚ୍ଚ ସମ୍ମାନ ଆଶାର ଲାଭ ଅଛି । ଦେହ ଭଲ ରହିବ । ପରିବାରରେ ଶାନ୍ତି ମିଳିବ । ବିଦ୍ୟାର୍ଥୀମାନେ ଆନନ୍ଦରେ ପଢ଼ିପାରନ୍ତି ।

କନ୍ୟା : ଆଜି ଚାକରୀ କ୍ଷେତ୍ରରେ ନିନ୍ଦିତ ହୋଇପାରନ୍ତି । ବ୍ୟବସାୟରେ ଉନ୍ନତି ଘଟିବ । ଅଶାନ୍ତି ଦୂର ହେବ । ମାଲିମୋଦ୍ଦମାରେ ଜୟଯୁକ୍ତ କରିବେ । ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେବ । ମହିଳା ଓ ଛାତ୍ରଛାତ୍ରୀମାନେ ସନ୍ତୋଷ ଲାଭ କରିବେ ।

ତୁଳା : କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ । ବ୍ୟବସାୟରେ ବନ୍ଧୁଙ୍କ ଦ୍ୱାରା କ୍ଷତି ସମ୍ଭବନା ଅଛି । ପୈତୃକ ସମ୍ପତି ନେଇ ଗଣ୍ଡୋଗଳ ଦେଖାଦେଇପାରେ । ଶତ୍ରୁ ବୃଦ୍ଧି ଘଟିବ । ଦେହ ସୁସ୍ଥ ରହିବ । ପରିବାରେ ଅଶାନ୍ତି ଦେଖାଦେଇପାରେ ।

ବିଛା : ଆଜି ବ୍ୟବସାୟରେ ଚଳନୀୟ ଅବସ୍ଥା ସୃଷ୍ଟି ହୋଇପାରେ । ନୂତନ କର୍ମନିଯୁକ୍ତି ପାଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ଶାନ୍ତି ମିଳିବ । ବିଦ୍ୟାର୍ଥୀମାନେ ଦେବ ପୂଜାରେ ସନ୍ତୋଷ ଲାଭ କରିବେ ।

ଧନୁ : ଶିକ୍ଷା କ୍ଷେତ୍ରରେ ବିଦେଶ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହେବାର ଜଣାଯାଏ । ବ୍ୟବସାୟରେ ନୂତନ ପନ୍ଥା ଅବଲମ୍ବନ କରି ଲାଭବାନ ହୋଇପାରନ୍ତି । ସ୍ୱାସ୍ଥ୍ୟର ଅବସ୍ଥା ଭଲ ରହିବ । ପାରିବାରି ଶାନ୍ତି ମିଳିବ ।

ମକର : କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ଦେହ ଭଲ ରହିବ । ଆର୍ଥିକ ସମସ୍ୟା ଆପଣଙ୍କୁ ଦୁଃଖ ଦେଇପାରେ । ପ୍ରଶଂସିତ ହେବାର ସୂଚନା ମିଳୁଛି ।

କୁମ୍ଭ : ଆଜି କର୍ମକ୍ଷେତ୍ରରେ କୌଣସି ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ସନ୍ତାନମାନଙ୍କ ଆରୋଗ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବେ । ଅନ୍ୟମାନଙ୍କ କଥାରେ ପଡ଼ି ଅଧିକ କାମରେ ହାତ ଦିଅନ୍ତୁ ନାହିଁ ।

ମୀନ : ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ଆଜିର ଦିନଟି ଆନନ୍ଦ ଉଲ୍ଲାସରେ ସମୟ କଟିବ । ସାମନ୍ୟ ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ବିଦ୍ୟା ଦିଗରେ ଅରାଗେଇବେ ।

LEAVE A REPLY

Please enter your comment!
Please enter your name here