34.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା.... 

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. 

ମେଷ : ନୂତନ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆୟ ବୃଦ୍ଧିର ସୂଚନା ମିଳୁଛି । ସମ୍ମାନୀତ ହେବେ । ମନ ପ୍ରସନ୍ନ ରହିବ ।

ବୃଷ : ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି କଟିବ । ମନ ପ୍ରଫୁଲ୍ଲ ରହିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ସରକାରୀ ଅର୍ଥ ମିଳିବ । ପ୍ରଦ୍ୟୁଷଣ ମୁକ୍ତ ଗୃହରେ ବିପତି ସ୍ଥାପନ କରିପାରନ୍ତି ।

ମିଥୁନ : ସୁଯୋଗକୁ ହାତ ଛଡ଼ା କରିବେ ନାହିଁ । ବିବାଦୀୟ ଘଟଣାରେ ବିଜୟୀ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ମହିଳାଙ୍କ ଦ୍ୱାରା ଉପକୃତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସନ୍ତୋଷ ଲାଭ କରିପାରନ୍ତି ।

କର୍କଟ : ଆର୍ଥିକ ପରିସ୍ଥିତି ଜଟିଳ ହୋଇପାରେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ମନ ଅସ୍ଥିର ରହିପାରେ । ଚନ୍ଦ୍ରଙ୍କ ଭୋଗ ହେତୁ ସତର୍କ ସହ ଚଳିବାକୁ ହେବ ।

ସିଂହ : ବିପଦ ଦୂରେଇ ଯିବ । ଆଶ୍ୱସ୍ଥ ଲାଭ କରିପାରନ୍ତି । ବନ୍ଧୁ ସହାୟତା ପାଇ ଖୁସି ହେବେ । ପତ୍ନୀଙ୍କ ସୁ – ପରାମର୍ଶ ନେଇ କାର୍ଯ୍ୟ କରିବେ । ସନ୍ତାନ ସୁଖ ମିଳିବ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି ।

କନ୍ୟା : ଗୁରୁଜନଙ୍କ ଆର୍ଶୀବାଦ ମିଳିପାରେ । ଆଶାବାଦି ହେବେ । ବ୍ୟବସାୟରେ ଉନ୍ନତି ଘଟିବ । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ଶାନ୍ତି ମିଳିବ । ଶତ୍ରୁ ଅପସରି ଯିବେ ।

ତୁଳା : ଆଜି ଚାକିରୀ କ୍ଷେତ୍ରରେ ଉଚ୍ଚ କର୍ତୃପକ୍ଷଙ୍କ ବିଶ୍ୱାସର ପାତ୍ର ହେବେ । ବନ୍ଧୁଦେଶୀ ହେବେ । ଆଶା କରାଯାଏ ଭଲ ମନ୍ଦ ମିଶ୍ରିତ ଫଳ ମିଳିବ । ଆୟ ବୃଦ୍ଧି ଯୋଗ ଅଛି ।

ବିଛା : ଚନ୍ଦ୍ରଙ୍କ ପ୍ରଭାବରୁ ମନ ଓ ଦେହ ବହୁତ ଭଲ ରହିବ । ଆୟ ତୁଳନାରେ ବ୍ୟୟ ବଢ଼ିଯିବ । ଆଶା ସଫଳ ହେବ । କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ ।

ଧନୁ : ବହୁଦିନର ବନ୍ଦ କାର୍ଯ୍ୟରେ ମନ ଦେଇ ପାରନ୍ତି । ଚାକିରୀରେ ପ୍ରାଧାନ୍ୟତା ବଢ଼ିବ । ବ୍ୟବସାୟରେ ଲାଭକ୍ଷତି ପ୍ରାୟ ସମାନ ହେବ। କାର୍ଯ୍ୟରେ ଶୃଙ୍ଖଳା ଦେଖାଦେବ ।

ମକର : ଆଜି ପାରିବାରିକ ଶାନ୍ତି ପାଇବେ । ପୈତୃକ ସମ୍ପତି ପାଇଁ ବିବାଦର ସମାଧାନ ହୋଇପାରେ । ଦ୍ରବ୍ୟାଦିଲାଭ କରିପାରନ୍ତି । ଶତ୍ରୁର ସମ୍ମୁଖିନ ହେବେ ।

କୁମ୍ଭ : ଆଜି ଅଯଥା ବ୍ୟୟଲାଭ ବଢ଼ିବ । ନୂଆ ବନ୍ଧୁ ସୃଷ୍ଟି ହୋଇପାରେ । ପରିସ୍ଥିତି ଆୟତଧିନ ହେବ । ପାରିବାରିକ ଗଣ୍ଡଗୋଳ ଉପୁଜିପାରେ । ଅତିଥିପାଇଁ ବ୍ୟସ୍ତ ରହିବେ ।

ମୀନ : ଆଜି ଦିନଟି ବ୍ୟକ୍ତିଗତ ଧନ୍ଦାରେ ବ୍ୟସ୍ତ ରହିବେ । ଚାକିରୀରେ ପଦୋନ୍ନତି ହେବ । ଅପ୍ରିୟ ପରିସ୍ଥିତିରେ ପଡ଼ିବେ । ଆୟର ଉନ୍ନତି ଘଟିବ । ଭ୍ରମଣ ଯୋଗ ରହିଛି । ଦକ୍ଷତାର ଉପଯୋଗ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking