30.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ବ୍ୟବସାୟରେ ଲାଭାବନ୍ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ପରିବାରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରିବେ ।

ବୃଷ : ସ୍ୱାସ୍ଥ୍ୟରେ ଅବନତି ଘଟିପାରେ ।ପରିବାରରେ ଭାତୃ ବିବାଦ ଦେଖାଦେଇପାରେ ।କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ପୂଜାରେ ଅଧିକ ସମୟ ଦିଅନ୍ତୁ ।

ମିଥୁନ : ବ୍ୟବସାୟରେ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । କର୍ମକ୍ଷେତ୍ରରେ ଜଗି ରଖି ଚଳନ୍ତୁ । ସ୍ୱାସ୍ଥ୍ୟ ଭଲ ରହିନପାରେ । ପରିବାରରେ ବନ୍ଧୁମିଳନ ହୋଇପାରେ ।

କର୍କଟ : କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ । ବ୍ୟବସାୟରେ ଅଳ୍ପଲାଭ ହେବ । ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟରେ ଉନ୍ନତି ଘଟିପାରେ ।

ସିଂହ : ଆଜି କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । କର୍ମକ୍ଷେତ୍ରରେ ଶତ୍ରୁମାନେ ବିରୁଧାଚରଣ କରିବେ । ପାରିବାରିକ ଶାନ୍ତି ମିଳିବ । ବ୍ୟବସାୟରେ ସଫଳ ହେବେ ।

କନ୍ୟା : ଆଜି ନୂଆ ନୂଆ କାର୍ଯ୍ୟ ପ୍ରତି ମନ ଦେବେ । ଚାକିରୀ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଅଳ୍ପଲାଭ ହେବ । ପାରିବାରିକ ସୁଖ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା : କର୍ମକ୍ଷେତ୍ରରେ ମନ ଦେବେ । ବ୍ୟବସାୟରେ ନିଜ ଲୋକମାନଙ୍କ ଦ୍ୱାରା କ୍ଷତି ସହିବେ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ସାମାନ୍ୟ ଅଶାନ୍ତି ଦେଖାଦେବ । ମହିଳାମାନେ କାମରେ ମନ ଦେବେ ।

ବିଛା : ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ପୈତୃକ ସମ୍ପତି ପାଇଁ ଭାତୃ ବିବାଦ ଲାଗିପାରେ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି । ବ୍ୟବସାୟରେ ଲାଭ ହେବ ।

ଧନୁ : ଶତ୍ରୁମାନେ ମାଲିମୋକଦ୍ଦମା କରିପାରନ୍ତି । ବିପଦର ଆଶଙ୍କା ଅଛି । କର୍ମକ୍ଷେତ୍ରରେ ଜଗିରଖି ଚଳନ୍ତୁ । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପରିବାରରେ ସ୍ୱାସ୍ଥ୍ୟ ପାଇଁ ଚିନ୍ତାରେ ରହିବେ ।

ମକର : କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପାରିବାରିକ କଳହ ଲାଗିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ପଡ଼ିବେ । ମହିଳା ଓ ଛାତ୍ରଛାତ୍ରୀମାନେ ପ୍ରତି କ୍ଷେତ୍ରରେ ଅସହଯୋଗ କରିବେ ।

କୁମ୍ଭ : କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ । ବ୍ୟବସାୟରେ କ୍ଷତିର ସମ୍ଭାବନା କମ୍ । ସ୍ୱାସ୍ଥ୍ୟ ଅବନତି ଘଟିପାରେ । ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ପଡ଼ିଯିବେ ।

ମୀନ : ଆଜି ଆପଣଙ୍କ ଶୁଭ ଫଳ ହେବ । କର୍ମକ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି । ବ୍ୟବସାୟରେ ବନ୍ଧୁ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking