34.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଉନ୍ନତି ପାଇଁ ଚିନ୍ତା କରିବେ । ଶିକ୍ଷା ଓ ଅଭିଶ୍ୱତା ବଢ଼ିବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଆର୍ଥିକ ଲାଭ କରିପାରନ୍ତି। ଆୟ ଉତମ ହେବ । ଭାତୃ ବିବାଦ ଦେଖାଦେବ ।

ବୃଷ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଆନନ୍ଦର ଉତ୍ସବ ବଢ଼ିବ । ଭୋଜନାଦିରୁ ତୃପ୍ତି ମିଳିବ । ନଷ୍ଟ ଦ୍ରବ୍ୟ ପ୍ରାପ୍ତି ଘଟିପାରେ । ଅର୍ଥଲାଭ ହେବ । ଦେହ ଭଲ ହେବ । ଯଶ ବୃଦ୍ଧି ହେବ । ସାହାଯ୍ୟ ମିଳିବ ।

ମିଥୁନ : ଆଜି ବ୍ୟବସାୟରେ ପଛେଇବେ । ନିଷ୍ଠାର ସହ କାର୍ଯ୍ୟ କରିବେ । ପରିବାର ପାଇଁ ଚିନ୍ତା କରିବେ । ଆଶାବାଦୀ ହେବେ । ଅର୍ଥଭାବ ଅନୁଭବ କରିବେ । ବ୍ୟସ୍ତତା ବଢ଼ିବାକୁ ଲାଗିବ ।

କର୍କଟ : ଯୋଜନାରେ ମନ ବଳିବ । ସୁଯୋଗ ହସ୍ତଗତ ହେବ । ଉଦ୍ୟମ ବୃଥା ହେବ । ଅଶାନ୍ତି ବ୍ୟାପକ ହେବ । ବ୍ୟୟରେ ପଡ଼ି ଚିନ୍ତିତ ହୋଇପାରନ୍ତି । ଆଶଙ୍କା ଦୂରେଇ ଯିବ । କାର୍ଯ୍ୟରେ ଆନନ୍ଦ ମିଳିବ ।

ସିଂହ : ପରିବଶରେ ଉନ୍ନତି ଘଟିବ । ପରିହାସରୁ ଦ୍ୱନ୍ଦ ଉପୁଜିବ । ପ୍ରିୟ ବ୍ୟକ୍ତି ସହ ବିଚ୍ଛେଦ ଘଟିବ । କାର୍ଯ୍ୟରେ ପ୍ରମାଦ ଘଟିବ । ସତର୍କତା ଆବଶ୍ୟକ କରିବେ । ଅର୍ଥବିନିଯୋଗ କରିପାରନ୍ତି ।

କନ୍ୟା : ହଠାତ ଆଜି ସାହାଯ୍ୟ ମିଳିପାରେ । ଅଭାବରୂ ଦୂରେଇ ଯିବ । ବ୍ୟୟରେ ପଡ଼ି ଚିନ୍ତିତ ହୋଇପାରନ୍ତି । ଦୁର୍ଘଟଣା ଘଟିପାରେ । ଅଭାବ ମେଂଟାଇ ପାରିବେ । ପରିସ୍ଥିତି ଅସହ୍ୟ ହେବ ।

ତୁଳା : ଆଜି ଆର୍ଥିକ ଲାଭ ଘଟିପାରେ । ମନବଳକୁ ଦୃଢ଼ କରିବ । ଅନ୍ୟ ନିୟନ୍ତ୍ରଣରେ ରହିବେ । ବାଧ୍ୟ ହୋଇ ଅକାର୍ଯ୍ୟ କରିବେ । ଭୟ ବଢ଼ିବାକୁ ଲାଗିବ । କୌଣସି କାର୍ଯ୍ୟରେ ତୃଟି ଦେଖାଦେବ ।

ବିଛା : ଧନ ହେତୁ ସୁଖ ମିଳିବ । ପିତାମାତାଙ୍କ ସ୍ୱାସ୍ଥ୍ୟ ନେଇ ବ୍ୟସ୍ତ ରହିବେ । ପରିବେଶ ଲାଭ ଜନକ ହେବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଉଚ୍ଚ ମହଲରେ ପରିଚିତ ହେବେ ।

ଧନୁ : ଆଜି ଭାଇମାନଙ୍କ ସହ ମନମାଳିନ୍ୟ ହେବ । ବିଳାସ ଦ୍ରବ୍ୟ ପାଇପାରନ୍ତି । ପରିବାରରୁ କଷ୍ଟ ମିଳିବ । କର୍ମ ଧାରାରେ ଉନ୍ନତି ହେବ । ଅନୁଭୂତି ଓ ଦକ୍ଷତା ବଢ଼ିବ । ଆୟ କ୍ରମେ କମ ଆସିବ ।

ମକର : ଆମୋଦ ପ୍ରତି ଆକର୍ଷଣ ବଢ଼ିବ । ଶାରିରୀକ ବ୍ୟଥା ଭୋଗିବେ । ବିଦ୍ୟା ପ୍ରତି ଆଗ୍ରହ ବଢ଼ିବ । ଅର୍ଥଭାବ ଅନୂଭବ କରିବେ । ମନରେ କଳ୍ପନା ସଫଳ ହେବ ।

କୁମ୍ଭ : ଆଜି କାର୍ଯ୍ୟ ଧାରାରେ ପରିବର୍ତନ ଘଟିବ । ଭାତୃଙ୍କ ଦ୍ୱାରା କଷ୍ଟ ପାଇବେ । ଧନ ଲାଭ ଯୋଗ ଅଛି । ଶତ୍ରୁ ଭୟ ବଢ଼ିବ । କର୍ମ ଚଂଚଳ ହେବେ ।

ମୀନ : କାର୍ଯ୍ୟରେ ବାଧା ସୃଷ୍ଟି ହେବ । ପ୍ରଭାବିତ ହୋଇ ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ପାଇବେ । ଦୂରଯାତ୍ରା କରିବେ । ନୂତନ ଅଭିଜ୍ଞତା ଲାଭ କରିବେ । ଚନ୍ତାରୁ ମୁକ୍ତି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking