29.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : କର୍ମକ୍ଷେତ୍ରରେ ସମାନ୍ୟ ଉନ୍ନତୀ ହୋଇପାରେ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ବ୍ୟବସାୟରେ ସଫଳତା ପାଇବେ ।

ବୃଷ : କୌଣସି ଶୁଭ ସମାଚର ପାଇପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କର୍ମକ୍ଷେତ୍ରରେ ପ୍ରଗତି ହେବ । ବନ୍ଧୁ ସହଯୋଗ ମିଳିବ । ଦେହ ଅସୁସ୍ଥ ହୋଇପାରେ । ମହିଳାମାନେ ଲାଭବାନ୍ ହେବେ ।

ମିଥୁନ : ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ପାଇବ । ପାରିବାରିକ ଶାନ୍ତି ମିଳିବ । ନୂତନ ଯୋଜନାରେ ସଫଳତା ଅର୍ଜନ କରିବେ । କର୍ମକ୍ଷେତ୍ରରେ ଉନ୍ନତି କରିବେ । କାର୍ଯ୍ୟ ସିଦ୍ଧି ହେବ । ମହିଳାମାନେ ସୁଖୀ ହେବେ ।

କର୍କଟ : ଆଜି ଚନ୍ଦ୍ରକ ଚଳନ ହେତୁ ବ୍ୟବସାୟରେ ଲାଭବାନ୍ ହେବେ । ମାନ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ଅବସ୍ଥା ସୁଦୃଢ଼ ହେବ । ନୂତନ ଦ୍ରବ୍ୟ ଲାଭର ସୁଯୋଗ ଅଛି ।

ସିଂହ : କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିପାରନ୍ତି । ଆର୍ଥିକ ସମସ୍ୟା ଦେଖାଦେଇପାରେ । ଭୂମି ଗୃହ ପ୍ରଭୃତି କ୍ରୟର ସୁଯୋଗ ମିଳିପାରେ ।

କନ୍ୟା : ବ୍ୟବସାୟ ଓ କର୍ମକ୍ଷେତ୍ରରେ ଉନ୍ନତିର ଯୋଗ ଅଛି । ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ବନ୍ଧୁମାନଙ୍କ ସହଯୋଗ ମିଳିବ । ମାନସମ୍ମାନ ବୃଦ୍ଧି ହେବ । ନୂତନ ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।

ତୁଳା : ଆଜି ଚାକିରୀ କ୍ଷେତ୍ରରେ ପଦୋନ୍ନତି ପାଇବେ । ବନ୍ଧୁମାନଙ୍କ ଦ୍ୱାରା ସମ୍ମାନୀତ ହେବେ । ବାହାନ, ଗୃହ ଇତ୍ୟାଦି କ୍ରୟର ସୁଯୋଗ ଆସିବ । ମାଲିମକୋଦ୍ଦମାରେ ବିଜୟ ଲାଭ କରିବେ । ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।

ବିଛା : ଆଜି ସମସ୍ତ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବ । ମାନସିକ ଅଶାନ୍ତି ବୃଦ୍ଧି ପାଇବ । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ଦୁର୍ଘଟଣାର ଭୟ ଅଛି । ଶାରିରିକ ଅସୁସ୍ଥତା ଦେଖାଦେବ । ମହିଳାମାନେ ଚିନ୍ତିତ ରହିବେ । ଛାତ୍ରଛାତ୍ରୀମାନେ ଅସଫଳ ହେବେ ।

ଧନୁ : ବ୍ୟବସାୟରେ ଲାଭବାନ୍ ହେବେ । କାର୍ଯ୍ୟ ସିଦ୍ଧି ହେବାର ସୁଯୋଗ ମିଳିବ । ନୂତନ ଦ୍ରବ୍ୟ ଲାଭର ସୁଯୋଗ ମିଳିବ । ଆର୍ଥିକ ଉନ୍ନତି ହେବ । ଦୂର ଯାଗା ଯାଇପାରନ୍ତି । ମହିଳାମାନେ ସୁଖି ହେବେ । ଅନ୍ୟକୁ ସାହାଯ୍ୟ କରିବେ ।

ମକର : ପରିଶ୍ରମ ଦ୍ୱାରା ମନସ୍କାମନା ପୂରଣ ହେବ । ଧନଲାଭ ହେବ । ସୁଖ ସାମଗ୍ରୀ ବୃଦ୍ଧି ହେବ । ଚାକରୀ ଓ ବ୍ୟବସାୟରେ ଉନ୍ନତି ହେବ । ମାନସମ୍ମାନ ବୃଦ୍ଧି ପାଇବ । ମହିଳାମାନେ ଧର୍ମ କାର୍ଯ୍ୟରେ ଲାଗି ରହିବେ । ପିଲାମାନେ ପଢ଼ାପଢ଼ିରେ ମନ ଦେବେ ।

କୁମ୍ଭ : କର୍ମକ୍ଷେତ୍ରରେ ପ୍ରଶାସ୍ତ ହେବେ । ପଦୋନ୍ନତି ହୋଇପାରେ । ଧନାଗମର ସୁଯୋଗ ଅଛି । ଆୟ ବ୍ୟୟ ସମାନ ରହିବ । ମାନସମ୍ମାନ ବୃଦ୍ଧି ପାଇବ । ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀମାନେ ଶିକ୍ଷାରେ ସଫଳତା ହାସଲ କରିବେ ।

ମୀନ : ଆଜି ବ୍ୟସାୟରେ ଧନ,ଯଶ ଲାଭ କରିବେ । ରାଜ ସମ୍ମାନ ପ୍ରାପ୍ତି ହେବ । ଚାକିରୀ କ୍ଷେତ୍ରରେ ସମ୍ମାନୀତ ହେବେ । ପଦୋନ୍ନତି ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିବେ । ନୂତନ ବନ୍ଧୁ ସହଯୋଗ ମିଳିବ । ମହିଳାମାନେ ସୁଖୀ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking