ମେଷ : ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ବ୍ୟବସାୟରେ ଲାଭାବନ୍ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ପରିବାରରେ ଅଶାନ୍ତି ଲାଗି ରହିବ ।
ବୃଷ : ସ୍ୱାସ୍ଥ୍ୟରେ ଅବନତି ଘଟିପାରେ । ପରିବାରରେ ଭାତୃ ବିବାଦ ଦେଖାଦେଇପାରେ । କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ପୂଜାରେ ଅଧିକ ସମୟ ଦେବେ ।
ମିଥୁନ : ବ୍ୟବସାୟରେ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । କର୍ମକ୍ଷେତ୍ରରେ ଜଗିରଖି ଚଳନ୍ତୁ । ସ୍ୱାସ୍ଥ୍ୟ ଭଲ ରହି ନପାରେ । ପରିବାରରେ ବନ୍ଧୁ ମିଳନ ହୋଇପାରେ ।
କର୍କଟ : କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ । ବ୍ୟବସାୟରେ ଅଳ୍ପ ଲାଭ ହେବ । ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।
ସିଂହ : କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । କର୍ମକ୍ଷେତ୍ରରେ ଶତ୍ରୁମାନେ ବିରୁଧାଚରଣ କରିବେ । ପାରିବାରିକ ଶାନ୍ତି ମିଳିବ । ବ୍ୟବସାୟରେ ଲାଭବାନ୍ ହେବେ ।
କନ୍ୟା : ଆଜି ନୂଆ ନୂଆ କାର୍ଯ୍ୟ ପ୍ରତି ମନ ଦେବେ । ଚାକିରୀ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଅଳ୍ପ ଲାଭ ମିଳିବ । ପାରିବାରିକ ସୁଖ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।
ତୁଳା : କର୍ମକ୍ଷେତ୍ରରେ ମନ ଦେବେ । ବ୍ୟବସାୟରେ ନିଜ ଲୋକମାନେ କ୍ଷତି ଘଟାଇବେ । ପରିବାରରେ ଅଶାନ୍ତି ଦେଖାଦେବ । ମହିଳାମାନେ ପୂଜା ପାଠରେ ମନ ଦେବେ ।
ବିଛା : ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ପୈତୃକ ସମ୍ପତି ପାଇଁ ପରିବାରରେ ଅଶାନ୍ତି ଉପୁଜିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ରହିଛି । ବ୍ୟବସାୟରେ ଲାଭବାନ୍ ହେବେ ।
ଧନୁ : ଶତ୍ରୁମାନେ ମାଲିମୋକଦମା କରିପାରନ୍ତି । ବିପଦର ଆଶଙ୍କା ଅଛି । କମ
ର୍କ୍ଷେତ୍ରରେ ଜଗି ରଖି ଚଳନ୍ତୁ । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପରିବାରର ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରିବେ ।
ମକର : କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପାରିବାରିକ କଳହ ଲାଗିପାରେ । ମହିଳାମାନେ ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତା କରିବେ ।
କୁମ୍ଭ : କର୍ମକ୍ଷେତ୍ରରେ ପ୍ରଶାସ୍ତ ହେବେ । ପଦୋନ୍ନତି ହୋଇପାରେ । ଧନାଗମର ସୁଯୋଗ ଅଛି । ଆୟ ବ୍ୟୟ ସମାନ ରହିବ । ମାନସମ୍ମାନ ବୃଦ୍ଧି ପାଇବ । ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀମାନେ ଶିକ୍ଷାରେ ସଫଳତା ହାସଲ କରିବେ ।
ମୀନ : ଆଜି ବ୍ୟସାୟରେ ଧନ,ଯଶ ଲାଭ କରିବେ । ରାଜ ସମ୍ମାନ ପ୍ରାପ୍ତି ହେବ । ଚାକିରୀ କ୍ଷେତ୍ରରେ ସମ୍ମାନୀତ ହେବେ । ପଦୋନ୍ନତି ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିବେ । ନୂତନ ବନ୍ଧୁ ସହଯୋଗ ମିଳିବ । ମହିଳାମାନେ ସୁଖୀ ହେବେ ।