31.1 C
Bhubaneswar
Tuesday, April 23, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ: ଆଜି ବ୍ୟବସାୟରେ ବାଧାବିଘ୍ନ ଦୂର ହେବ । ଅର୍ଥଲାଭର ସୁଯୋଗ ଆସିବ । ଗୃହ ଓ ଭୂମିକ୍ରୟ କରିପାରନ୍ତି । ପାରିବାରିକ ସମସ୍ୟା ଦୂର ହେବ । ଧନ ସମ୍ପତି ବୃଦ୍ଧି ହେବାର ସୁଯୋଗ ଅଛି ।

ବୃଷ : କର୍ମକ୍ଷେତ୍ରରେ ପଦୋନ୍ନତି ହେବ । ନୂତନ ବାହନ କ୍ରୟ କରିବେ । ବ୍ୟବସାୟରେ ଲାଭାବନ ହେବେ । ଧନଲାଭର ସୁଯୋଗ ଅଛି। ମାନସିକ ଶାନ୍ତି ମିଳିବ । ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।

ମିଥୁନ : ଆଜି ମାନସମ୍ମାନ ବୃଦ୍ଧି ପାଇବ । ବନ୍ଧୁମାନଙ୍କ ସହଯୋଗ ମିଳିବ । ଶାରୀରିକ ସୁସ୍ଥତା ଅନୁଭବ କରିବେ । ମହିଳାମାନେ ସନ୍ତାନ ସୁଖରେ ସୁଖୀ ହେବେ । ବ୍ୟବସାୟରେ ଲାଭବାନ ହେବେ । ଦୂର ଯାଗାକୁ ଯାଇପାରନ୍ତି ।

କର୍କଟ : ବହୁ ଦିନର ଆଶା ପୂରଣ ହେବ । ନୂତନ ଯୋଜନା ଆରମ୍ଭ କରିପାରନ୍ତି । ଚାକିରୀ କ୍ଷେତ୍ରରେ ଉନ୍ନତି ଦେଖାଦେବ । ଆତ୍ମୀୟ ସ୍ୱଜନଙ୍କ ସହଯୋଗ ମିଳିବ । ନୂତନ ଦ୍ରବ୍ୟ କ୍ରୟର ସୁଯୋଗ ଆସିବ ।

ସିଂହ : ଋଣ ମୁକ୍ତ ହେବେ । ଚାକିରୀକ୍ଷେତ୍ରରେ ଉନ୍ନତି ହେବ । ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ବିଭିନ୍ନ ସମସ୍ୟାର ସମାଧାନ ହେବ । ମହିଳାମାନେ ସନ୍ତାନ ଖୁସିରେ ଖୁସି ହେବେ ।

କନ୍ୟା : କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ଅଛି । ଆକସ୍ମିକ ଲାଭର ସୁଯୋଗ ମିଳିବ । ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ ମିଳିବ । ପାରିବାରିକ ଶାନ୍ତି ମିଳିବ । ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।

ତୁଳା : କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ । ବ୍ୟବସାୟରେ କ୍ଷତି ସହିବେ । ଧନ ଅପବ୍ୟୟ ଯୋଗୁ ମାନସିକ ଅଶାନ୍ତି ବୃଦ୍ଧି ପାଇବ । ଶାରିରୀକ ଅସୁସ୍ଥତା ବୃଦ୍ଧି ପାଇବ । ପାରିବାରିକ କଳହ ବୃଦ୍ଧି ହେବ । ମହିଳାମାନେ ଅଶାନ୍ତିରେ ସମୟ ଅତିବାହିତ କରିବେ ।

ବିଛା : ପଦୋନ୍ନତିର ଫଳପ୍ରାପ୍ତି ହେବେ । ଶତ୍ରୁମାନେ ପରାଜିତ ହେବେ । ମାନସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଶାନ୍ତି ମିଳିବ । ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ । ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ ।

ଧନୁ : ଆଲୋଚନାରୁ ଉପକାର ମିଳିବ । ସନ୍ଦେହରୁ ଉଦ୍ଧୁରିଯିବ । ଦୂରଦୃଷ୍ଟି ସଫଳ ହେବ । ଦ୍ରବ୍ୟାଦି ଲାଭ କରିପାରନ୍ତି । ଗୃହଭେଦ ଘଟିପାରେ ।

ମକର : ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ସାବଧାନ ରହିବେ । ହଇରାଣ ହୋଇପାରନ୍ତି । କର୍ମକ୍ଷେତ୍ରରେ ପରାକ୍ରମ ଦ୍ୱାରା ଲାଭବାନ୍ ହେବେ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ମହିଳାମାନେ ଚିନ୍ତିତ ରହିବେ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ନିରୁତ୍ସାହିତ ହେବେ ।

କୁମ୍ଭ : କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ । ଆର୍ଥିକ ଅବସ୍ଥାରେ ଅବନତି ଦେଖାଦେବ । ମାନସିକ ଅଶାନ୍ତି ବୃଦ୍ଧି ପାଇବ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ସନ୍ତାନମାନଙ୍କ ଯୋଗୁ କଷ୍ଟ ପାଇପାରନ୍ତି । ମହିଳାମାନେ କୌଣସି ଦ୍ରବ୍ୟ ହରାଇପାରନ୍ତି ।

ମୀନ : ବ୍ୟବସାୟରେ ଲାଭାବନ୍ ହେବେ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଧନ ବୃଦ୍ଧି ପହୋଇପାରେ । ବନ୍ଧୁମାନଙ୍କ ସହଯୋଗ ପାଇପାରିବେ । ମହିଳାମାନେ ସୁଖି ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking