32.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ବ୍ୟବସାୟରେ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଆକସ୍ମିକ ଧନଲାଭ ହେବ । ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ଯଶ ଖ୍ୟାତି ପାଇବେ ।

ବୃଷ : ଆଜି ରୋଜଗାରରେ ସଫଳତା ମିଳିବ । ଗୃହନିର୍ମାଣ ସୁଯୋଗ ଆସିପାରେ । ବନ୍ଧୁ ସହଯୋଗରେ ବିଭିନ୍ନ ସମସ୍ୟା ସମାଧାନର ବାଟ ମିଳିବ । ଆର୍ଥିକ ଅଭାବ ଦେଖାଯିବ ।

ମିଥୁନ : ଆଜି ମାନସିକ ଅଶାନ୍ତି ବୃଦ୍ଧିପାଇବ । କର୍ମକ୍ଷେତ୍ରରେ ଅସୁବିଧା ସୃଷ୍ଟି ହେବ । ବ୍ୟବସାୟରେ ସିଥଳତା ଦେଖାଯିବ । ବାଦବିବାଦରେ ପଡ଼ି ହଇରାଣ ହୋଇପାରନ୍ତି ।

କର୍କଟ : ଅତ୍ୟଧିକ ପରିଶ୍ରମ ଦ୍ୱାରା କ୍ଳାନ୍ତ ଅନୁଭବ କରିବେ । ବ୍ୟବସାୟରେ ସଫଳତା ମିଳିବ । ବନ୍ଧୁ ସହଯୋଗ ପାଇବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।

ସିଂହ : ଆଜି ବ୍ୟବସାୟରେ ଲାଭବାନ୍ ହେବେ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ମାନ ସମ୍ମାନ ବୃଦ୍ଧିପାଇବ । ନୂତନ ବାହନ କ୍ରୟ କରିପାରନ୍ତି । ବିଭିନ୍ନ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଯୋଗୁ ଲାଭ ହେବ ।

କନ୍ୟା : କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ ଅବସ୍ଥା ସୁଦୃଢ଼ ହେବ । ଭୂମି ଇତ୍ୟାଦି କ୍ରୟର ସୁଯୋଗ ଅଛି ।

ତୁଳା : ନୂତନ ରୋଜଗାର ଆରମ୍ଭ ହେବ । ବନ୍ଧୁ ସହଯୋଗ ମିଳିବ । ବ୍ୟବସାୟରେ ଲାଭବାନ୍ ହେବେ । ମାନସିକ ଅଶାନ୍ତି ବୃଦ୍ଧି ପାଇବ। ପାରିବାରିକ ସୁଖ ପାଇବେ ।

ବିଛା : କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଲାଭବାନ୍ ହେବେ । ମାନସିକ ଶାନ୍ତି ବୃଦ୍ଧିପାଇବ । ଶାରୀରିକ ସୁସ୍ଥତା ଅନୁଭବ କରିବେ ।

ଧନୁ : ଆଜି ନୂତନ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ । ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ଆକସ୍ମିକ ଧନଲାଭ ହେବ । ବନ୍ଧୁ ସହଯୋଗ ମିଳିବ ।

ମକର : ଆଜି ରୋଜଗାରରେ ସଫଳତା ମିଳିବ । ଗୃହ ନିର୍ମାଣରରେ ସୁଯୋଗ ଆସିବ । ପରିବାର ଲୋକଙ୍କ ସହଯୋଗରେ ବିଭିନ୍ନ ସମସ୍ୟାର ସମାଧାନ ହେବ ।

କୁମ୍ଭ : କର୍ମକ୍ଷେତ୍ରରେ ଅସୁବିଧା ଦେଖାଯିବ । ଆର୍ଥିକ ଅଭାବ ପରିଲିକ୍ଷିତ ହେବ । ମାନସିକ ଅଶାନ୍ତି ବୃଦ୍ଧିପାଇବ । ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଦେହ ଭଲ ରହିବ ନାହିଁ । ମହିଳାମାନେ ଧର୍ମ କାର୍ଯ୍ୟରେ ମନଦେବେ ।

ମୀନ : ପରିଶ୍ରମ ଓ ପ୍ରତିଷ୍ଠା ଦ୍ୱାରା କାର୍ଯ୍ୟ ହାସଲ କରିବେ । ଦୈନଦିନ ରୋଜଗାରରେ ସଫଳତା ମିଳିବ । ବ୍ୟବସାୟରେ ଲାଭବାନ୍ ହେବେ । ପାରିବାରିକ ଜୀବନ ସୁଖମୟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking